Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyanaka daya Kari nema kyha

Action Classics Inspirational

3  

Priyanaka daya Kari nema kyha

Action Classics Inspirational

ଦେଖିବି ସ୍ନାନ ଯାତ

ଦେଖିବି ସ୍ନାନ ଯାତ

1 min
201



ଆଜି ଶ୍ରୀ ଜିଉଁଙ୍କ ଯାତ ପା ସ୍ନାନ,

ଦେଖିବାକୁ କେହି ଯିବେନିରେ ତୋ ସ୍ଥାନ ॥


ଜଗା କରିଛି ତା ଭକ୍ତ ଉପରେ ଅଭିମାନ,

ଖାଇବ ବୋଲି ସେ ମନ ଲୋଭା ଖଣ୍ଡେ ପାନ ॥


କି ଦେବି ପାନ ମୁଁ ଜଣା ନାହିଁ ତୋ ମସଲାର ଗୁଣ,

ମୁଁ ସେହି ମଣିଷରୁ ଜଣେ ତୋ ଆଖିରେ ଘୃଣ୍ୟ ॥


କାହିଁ କେତେ ଦୂରୁ ଆସୁଥିଲେ ତୋ ଭକ୍ତ ଗଣ,

କାହିଁ କରୁଛୁ ତୁ ରାଗ ଭାଙ୍ଗେ ତୋ ଗୁମନ ॥


ସ୍ନାନ ମଣ୍ଡପେ ଦେଖି ଲେ ତତେ,

କି ରୂପ ଦାଉ ଦାଉ ଜଳୁଛି ସତେ ॥


ଦୂରରୁ ଥାଇ ଜଣାଇଲି ଜଣାଣ,

ତୁ ଗ୍ରହଣ କଲୁ କି ନାହିଁ ସେ ତତେ ଜଣା ମ ॥


କହେ ମନ ଶଶୀ ପାଖେ ନିଅ ଡାକି,

ଦେଖିବି ଥରେ ସେ କଳା ମୂରତି ॥


ବାଟ ଯାକ ଦେଖି ତୁଳସୀ ଗଛ,

ସଭିଙ୍କୁ ମୁଁ କାଲି ଠୁ କହିଛି ସତ ॥


ଆଜି ପରା ମୋ ଜଗାର ସ୍ନାନ ଯାତ,

ତମ ସହ ଟିକେ ମୁଁ ଯିବି କୁହତ ॥



Rate this content
Log in

Similar oriya poem from Action