Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyanaka daya Kari nema kyha

Inspirational

4  

Priyanaka daya Kari nema kyha

Inspirational

ଜୀବନରେ ଜୀବନ -ଆଜି ବି ସାବିତ୍ରୀ ଲଢ଼ୁଛି ପତି ପାଇଁ

ଜୀବନରେ ଜୀବନ -ଆଜି ବି ସାବିତ୍ରୀ ଲଢ଼ୁଛି ପତି ପାଇଁ

1 min
171



ହୋମ ନିଆଁ ଅଛି, ଅଛି ସେ ବାହା ବେଦି,

ଲିଭିନି ପାଦ ରୁ ନାଲି ଅଳତା ଗାର ତାହାରି ||


ହାତରେ ମେହେନ୍ଦି ଚିତା ରେ ଭରି,

ପତି ପାଇଁ ଆସିଛି ସେ ପଦା ଙ୍କୁ ବାହାରି ||


ନୂଆ ନୂଆ ବାହାଘର, ନୂଆ ଆଶା ତାର,

ଲିଭି ଗଲା ପଛେ ସ୍ବପ୍ନ, ହାରି ନାହିଁ ଏକ ବାର ||


ଲଢ଼ୁଛି ଲଢ଼ିବ ଏହି ସାବିତ୍ରୀ ପତି ପାଇକା,

ମାଗୁଛି ଆକୁଳ ହୋଇ ସେ ସାଜି ଦୀପ ଶିଖା ||



ହେ ମୋ ଓଡିଶା ମାଟିର ନର, ନାରୀ,

ଅଛି ବି ଆଜି ମାନବିକତା ତୁମ୍ଭରି ||



ଟୋପା ଟୋପା ବିନ୍ଦୁ ରେ ଗଢ଼ା ହୋଇଛି ସିନ୍ଧୁ,

ଏକ ଏକ ଟଙ୍କା ଯୋଡ଼ିଲେ ହୋଇବ ବନ୍ଧୁ ||



ଦିଅ ତା ପତି ଙ୍କୁ ଆଶିଷ ଢାଳି,

ବଜ୍ର ହେଉ ଶଙ୍ଖା ସିନ୍ଦୁର ତାହାରି ||


ହସି ଉଠୁ ସେଇ କୁଡ଼ିଆ ତାର,

ଯାହା ସହ ଆସିଛି ଛାଡି ବାପ ଘର ||


ସଭିଙ୍କ (fb )ରେ ଆସିଛି ଏହି ସମ୍ବାଦ,

ଦେଖି ତାହାକୁ ଅଣ ଦେଖା ନ କର ତ ||


ଈଶ୍ୱର ଙ୍କ କୃପା ପାଉ ସେ ନାରୀ,

ଏକ ଏକ ସୁତା ରେ ଦିଅ ତା କାନି ଭରି ||



Rate this content
Log in

Similar oriya poem from Inspirational