Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyanaka daya Kari nema kyha

Children Stories Classics Inspirational

3  

Priyanaka daya Kari nema kyha

Children Stories Classics Inspirational

ଓଡ଼ିଆ ସାହିତ୍ୟ ମୋହଉତ୍ସବ-ପର୍ଶୁରାମ ଙ୍କ ଆଗମନ

ଓଡ଼ିଆ ସାହିତ୍ୟ ମୋହଉତ୍ସବ-ପର୍ଶୁରାମ ଙ୍କ ଆଗମନ

1 min
165



           


ଏକ ହସ୍ତରେ ଉଠାଇ ବିନ୍ଧିଲେ ଲାଖ

ଧନୁ ଭାଙ୍ଗି ହେଲା ଦୁଇ ଖଣ୍ଡ

ଏହା ଦେଖି ଆନନ୍ଦିତ ହେଲେ ଜନକ

ମାଳ ପିନ୍ଧାଇଁଲେ ମାତା ସେ ଯୋଡି ହସ୍ତ |


କି ଆନନ୍ଦ ମୟ ରେ ଜନକ କଲେ ସମାଲୋଚ

ଧନୁ ଭାଙ୍ଗ ର ପରିଣାମ ଦେଖିବତ

ତପସ୍ୟା ବଳ ରେ ଜାଣି ଉଭା ହେଲେ

ସେ ପର୍ଶୁରାମ ତ |




ଅତି କ୍ରୋଧି, ମହା ତପି, ସେ ଋଷିବର

ନିଜ ମାତାଙ୍କୁ ଛାଡି ନ ଥିଲେ ଏକ ବାର

କାହିଁ ମୋ ଅପରାଧି   ଏହି କ୍ଷଣ

ଦେବି ତାଙ୍କୁ ଅଭିଶାପ ଟି |



ବୋଲନ୍ତି ଜନକ ପର୍ଶୁରାମ ଙ୍କୁ ମୁଖ ଚାହିଁ

ଆହେ ଗୁରୁବର କ୍ଷମା  କଣ ନାହିଁ

ଛାର ବାଳକ ସେହି ମୋ ଆଜ୍ଞା ରେ

ଭାଙ୍ଗି ଅଛି ଭୁଲ କିଛି ନାହିଁ |



ପର୍ଶୁରାମ ବୋଲନ୍ତି ବଚନ ଆହେ

ଜନକ ରାଜନ ସେ ବାଳକ ଙ୍କୁ ଦେଖିବ

ମୋ ଦୁଇ ନୟନ ଯାହା ପାଇଁ ଆସି

ଅଛି ଛାଡି ତପସ୍ୟା ବନ |




ବୋଲନ୍ତି ରାମ ସେ ଚାହାଣି ଠାଣି ଆହେ

ଗୁରୁଦେବ ମୁହିଁ  ଅଟେ ସେ

ଅପରାଧୀ ଯାହାକୁ ଖୋଜୁ

ଅଛ କିଛି ନ ବୁଝି |




କିମ୍ବା ରେ ଦେବ ଦଣ୍ଡ ଗୁରୁବର ମଥା

ପାତି ସହିଯିବି ଏ ଅଧମ ଶିଷ୍ୟ

ବୋଲନ୍ତି ସେ ପର୍ଶୁରାମ ଜାଣି ଜାଣି

କାହିଁ ଛୁପାଉଛ ଆହେ ଭଗବାନ |




ଚାହୁଁ ଅଛି ମୁହିଁ ସେ ବିଶ୍ୱ ରୂପ ଦର୍ଶନ

ଯାହାକୁ ଦେଖି ଥିଲା କୁରୁ କ୍ଷେତ୍ର ସେ

ଅର୍ଜୁନ, ହାତ ଟେକି ଚାହିଁ ରହିଲା

ପର୍ଶୁରାମ |



ସାରା ପୃଥିବୀ ହୋଇଲା ସ୍ତବ୍ଧ ଦେଖିଲା

ନୟନ ରେ ବିଶ୍ୱରୂପ 

ସାରା ଜୀବନର ତପସ୍ୟା ଫଳ

ପାଇଲା ଆଜି ସେ ଭକ୍ତ ପର୍ଶୁରାମ |




ବୋଲନ୍ତି ପର୍ଶୁରାମ ଜନକ ରାଜନ

ବିବାହ କର ଆୟୋଜନ, ଯାଉ

ଅଛି ଆର୍ଶୀବାଦ ଦେଇ ପୁତ୍ରୀ ଙ୍କୁ

ତୁମର ଚାଲିଲି ମୋ ତପସ୍ୟା ବନ |


Rate this content
Log in