ରାଧା
ରାଧା
ଆସ ଆସ ଆମେ ରାଧିକା ମାଜିବା
ଜଗନ୍ନାଥ କୃଷ୍ଣ ହେବେ
ତା ଵଇଶୀସ୍ଵନେ ନିଜକୁ ହଜାଲେ
ନିଜର ସେ କରି ନେବେ।
ରାଧା ପରି ତାଙ୍କ ଭାବରେ ଵୁଡିଵା
ମାନ ଅଭିମାନ ତେଜି
ଜୀଵନ ସଙ୍ଖାଳି ତାହାଙ୍କୁ କରିବା
ତାଙ୍କ ନାମେ ସଦା ମଜ୍ଜି ।
ରାଧା ପରି ଯେବେ ନହୋଇଵା ଆମେ
ଜଡ଼ାକୁ କେମତେ ଲଭିଵା
ରାଧା ହେଲେ ସିନା ଆମକୁ ରସିବେ
ତାଙ୍କ ସହିତ ମିଶିଵା। ।
