Suryakanta parida
Romance
ତମ ସ୍ମୃତିରେ ଭିଜେ କେବେ
ସପ୍ନରେ ଖୋଜେ !
ତମେ ଚାଲିଗଲ ଦେଇ ଗଲ
ସ୍ମୃତିରୁ ମୁଠାଏ !
ସପ୍ନ ସବୁ ହଜିଯାଏ, ଆଖି
କେବେ ଭିଜିଯାଏ !
କେବେ ପୁଣି ନୀରବତା ଆଉ
କେବେ ମୁଁ ଏକା !
ହୃଦୟରେ ଅସୁମାରୀ କୋହ
ଆଖି କହେ !
ପଥର ଏ ହୃଦୟ ନିଜେ କାନ୍ଦେ
ଆଉ ତମକୁ ହସାଏ !
ହୃଦୟ ର ମୁଲ୍ୟ
ହୃଦୟର ମୂଲ୍ୟ
ଅପେକ୍ଷା
ଅଲୋଡ଼ା ପଥର
ସ୍ମୃତି
ପ୍ରେମ ଅଢେ଼ଇ ଅ...
ମାୟା
ସ୍ୱାତିଲଗ୍ନ ବର...
ପ୍ରେମ ପ୍ରେମ
ତମେ ତମେ
ପ୍ରେମର ସ୍ବପ୍ନ - ଏକ ସନେଟ୍ ପ୍ରେମର ସ୍ବପ୍ନ - ଏକ ସନେଟ୍
ବେସାହାରା ପଥିକ ବେସାହାରା ପଥିକ
ଅତୁଟ ପ୍ରେମ ବନ୍ଧନ ଅତୁଟ ପ୍ରେମ ବନ୍ଧନ
କାନ୍ଥ କାନ୍ଥ
ମେଘ ଖଣ୍ଡ ମାନେ ନୀରବ ଶୋଭା ଯାତ୍ରାରେ ସଜବାଜ ଆକାଶରେ ଏବେ ସେମାନେ ଇର୍ଷାରେ ମେଘ ଖଣ୍ଡ ମାନେ ନୀରବ ଶୋଭା ଯାତ୍ରାରେ ସଜବାଜ ଆକାଶରେ ଏବେ ସେମାନେ ଇର୍ଷାରେ
ସପନଟିଏ ଦେଖୁଛି ତୋ ପାଇଁ ତୁ ମୋ ଜୀବନ ଆକାଶେ ଆସିବୁ ଯେବେ ଉଇଁ ସପନଟିଏ ଦେଖୁଛି ତୋ ପାଇଁ ତୁ ମୋ ଜୀବନ ଆକାଶେ ଆସିବୁ ଯେବେ ଉଇଁ
ପଥହରା ପଥିକ ପରି ଆଶ୍ରା ଖୋଜିଲି ନିର୍ଜନରେ... ମୋ ଭିତରେ - ଝଡ଼ ପରର ସୂର୍ଯ୍ୟ ଦେଖାଇଲା ନୂଆ ଦିଗନ୍ତ ! ପଥହରା ପଥିକ ପରି ଆଶ୍ରା ଖୋଜିଲି ନିର୍ଜନରେ... ମୋ ଭିତରେ - ଝଡ଼ ପରର ସୂର୍ଯ୍ୟ ଦେଖା...
ଚଇତାଳି କାନ୍ଦେ ନିଦାଘ ଜ୍ୱାଳାରେ ମନେ ଦୁଃଖ ଅପ୍ରମିତ ଗାଇପାରୁନାହିଁ ନିଦାଘ ସନ୍ତାପେ ବ... ଚଇତାଳି କାନ୍ଦେ ନିଦାଘ ଜ୍ୱାଳାରେ ମନେ ଦୁଃଖ ଅପ୍ରମିତ ଗାଇପାରୁନାହିଁ ନିଦ...
ତୁମକୁ ମୋ ଜୀବନରେ ଛନ୍ଦି ତୁମକୁ ମୋ ଜୀବନରେ ଛନ୍ଦି
ଚାହୁଁ ନାହିଁ ମୁହିଁ କିଛି ଜୀବନେ ମୋହର ରତ୍ନ ସିଂହାସନ ନାହିଁ ପ୍ରଯୋଜନ ମୋର, ଜୀବନ ଅର୍ପଣ ଅଛି ତୋ ଚରଣେ ମୋର ... ଚାହୁଁ ନାହିଁ ମୁହିଁ କିଛି ଜୀବନେ ମୋହର ରତ୍ନ ସିଂହାସନ ନାହିଁ ପ୍ରଯୋଜନ ମୋର, ଜୀବନ ଅର୍...
ମନ କହେ ସିନା ମନ କଥା ଖୋଲି କହିବାକୁ ଆନ ପାଶେ, ଏ କାନ ସେ କାନ ହେଇ ଯିବ ଭାବି ମନ ମୋ ପଛେଇ ଆସେ । ମନ କହେ ସିନା ମନ କଥା ଖୋଲି କହିବାକୁ ଆନ ପାଶେ, ଏ କାନ ସେ କାନ ହେଇ ଯିବ ଭାବି ମନ ମୋ ପଛେ...
ଭୂଲିଯାଇଥିବା ପ୍ରେମ ଭୂଲିଯାଇଥିବା ପ୍ରେମ
ଚାଲ ଏକ ସ୍ୱପ୍ନ ବୁଣିବା ଚାଲ ଏକ ସ୍ୱପ୍ନ ବୁଣିବା
ଜୀବନ ପଥରେ କେତେ ଚିହ୍ନା ମୁହଁ କେତେ ଯେ ସମ୍ପର୍କ ଆସେ ଅପରାହ୍ନେ ଯେବେ ଗୋଧୂଳି ଲଗନେ ଉଦାସରେ ମନ ... ଜୀବନ ପଥରେ କେତେ ଚିହ୍ନା ମୁହଁ କେତେ ଯେ ସମ୍ପର୍କ ଆସେ ଅପରାହ୍ନେ ଯେବେ ଗୋଧୂଳି ଲଗ...
ଶିକୁଳି ବନ୍ଧନ ମାନେ ନାହିଁ ମନ ଭିଜେ ପ୍ରୀତି ଶ୍ରାବଣରେ। ଶିକୁଳି ବନ୍ଧନ ମାନେ ନାହିଁ ମନ ଭିଜେ ପ୍ରୀତି ଶ୍ରାବଣରେ।
ତୋତେ ନେଇ କେତେ ସ୍ୱପ୍ନ ଦେଖିଥିଲା ଏ ଆଖି ମୋର, ସ୍ୱପ୍ନ ସବୁ ଆଜି ଲୁହ ହୋଇ ତୋତେ ନେଇ କେତେ ସ୍ୱପ୍ନ ଦେଖିଥିଲା ଏ ଆଖି ମୋର, ସ୍ୱପ୍ନ ସବୁ ଆଜି ଲୁହ ହୋଇ
ମୁଁ ଆଜି ଥୁଣ୍ଟା ଗଛଟିଏ ଥେଣ୍ଟା ହୋଇ ଚାହିଁ ରହିଛି ମୋର ଅସ୍ଥି ମଜ୍ଜା କଳଙ୍କି ଲାଗି... ମୁଁ ଆଜି ଥୁଣ୍ଟା ଗଛଟିଏ ଥେଣ୍ଟା ହୋଇ ଚାହିଁ ରହିଛି ମୋର ଅସ୍...
ତୁମରି ଆଖିର ମଧୁର ଚାହାଣୀ ଭୁଲି ମୁଁ ପାରିବି ନାହିଁ ତୁମ ମଧୁଝରା ହସରୁ କେରାଏ ସାଇତିଛି ନିଜପାଇଁ । ତୁମରି ଆଖିର ମଧୁର ଚାହାଣୀ ଭୁଲି ମୁଁ ପାରିବି ନାହିଁ ତୁମ ମଧୁଝରା ହସରୁ କେରାଏ ସାଇତ...