Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sandhyarani dash

Tragedy

3  

Sandhyarani dash

Tragedy

ପ୍ରତାରଣା

ପ୍ରତାରଣା

1 min
146


ଏ ନିରୀହ ମନ କହିତ ପାରେନା

ଭାଙ୍ଗିଗଲା ବୋଲି ଭାଗ୍ୟ,

ଆଦରି ନେଲା ସେ କପାଳ ଲେଖାକୁ

ନଥିଲା ବୋଧେ ସେ ଯୋଗ୍ୟ।

ଲୁହରେ ଭି ଜ ଇ ନୟନ ଦୁଇଟି

କାହାକୁ କରେନି ଦାୟୀ,

ସ୍ବପ୍ନ ଭାଙ୍ଗିଗଲା ମନ ତୁଟିଗଲା

କିଏ ବା ହୋଇଲା ଜୟୀ।

ରହିଯାଇ ଦୁରେ ନଦେଇ ଉତ୍ତର

ଭିଯାଇ ଏ ଅଖି ଲୁହରେ,

ଅସହ୍ୟ ବେଦନା ଅନେକ ଯାତନା

ଭରିଗଲା ହୃଦୟରେ।

ଉଦାସୀ ପରାଣ ନିଇତି କନ୍ଦାଇ

ଜିଇଁ ବାର ପଥ ଖୋଜି

କିଏସେ ଜିତିଲା କିଏସେ ହାରିଲା

କିଏସେ ମାରିଲା ବାଜି।

ଦୁରେ ଚାଲି ଯାଇ ସ। ଥି କି ପାଇଲ

ଭାଗ୍ୟର ଏ ବିଡମ୍ବନା

ନୀରବ ନିସ୍ତବ୍ଧ ହୋଇ ମୁଁ ଭାବୁଛି

ନିଶ୍ଚେ ଏହା ପ୍ରତାରଣା।



Rate this content
Log in

Similar oriya poem from Tragedy