STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Romance

2  

ନାୟକ ଅକ୍ଷୟ ରାଜହସ୍ତୀ

Romance

ପର୍ସ ଫଟୋ

ପର୍ସ ଫଟୋ

1 min
152

ରାତି ରେ ଟିକିଏ ରତି ପାଇଁ

ଦିନ ରେ ଟିକିଏ ଦାନ ପାଇଁ

ପ୍ରତି କଳ୍ପେ ପ୍ରାପ୍ୟ ଅପ୍ରାପ୍ୟ ର

ଅଣନିଃଶ୍ବାସୀ ଧାଁ ଧଉଡ,

କେତେ ଲୁହ କେତେ ଲହୁଲୁହାଣ

ତାରି ଇୟତ୍ତା ନାହିଁ ଆଜି ଯାଏଁ

ତଥାପି ପ୍ରୀତି ର ଅଗଣା ପାଦ ଥାପି

ଦେହରେ ଆତ୍ମବିଶ୍ବାସ କୁ ଜାଗି ଉଠେ

ନିଶ୍ୱାସ ର ତତଲା ବାଆ ରେ...

ଅମାନିଆ ପାଦ ବି କୌ କମ୍ କି

ସାମାଜ ର ନାଲି ଆଖି ପୁଣି ପରିବାର ର

ଆକଟ କୁ ଭୃକ୍ଷେପ କରେନା ସେ

ଅମାନିଆ ଆଖି ନିଇତି ଲୁଚି ଲୁଚି

ସେଇ ଚିହ୍ନା ମୁହଁ କୁ ଥରେ ଥରେ

ଦେଖି ମନି ପର୍ସ ରେ ସାଇତା ଫଟୋ ରେ

ଆତ୍ମ ତୃପ୍ତି ପାଏ...

ସେଇ ସ୍ମୃତି ଟି ତାରି ସବୁ କିଛି...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance