STORYMIRROR

Sunanda Mohanty

Tragedy Crime

3  

Sunanda Mohanty

Tragedy Crime

ପ୍ରକୃତି ବିବଶ

ପ୍ରକୃତି ବିବଶ

1 min
307

ସବୁ ସଜୀଵ ବୋଲାଉଥିବା ମଣିଷ 

ଲାଗନ୍ତି ନିର୍ଜୀଵ ଓ ଅମଣିଷ 

ପ୍ରକୃତି କିନ୍ତୁ ହସୁଛି 

ସତେ ପ୍ରାଣବନ୍ତ ପ୍ରକାଶ୍ୟ ବିଶେଷ 

ମଣିଷ ଆଉ ମଣିଷର ହୃଦୟ ଚିହ୍ନିପାରୁନି 

ତ କଥା ହେବାକୁ ମନ ଖୋଲି 

କିଛି କହିବାକୁ ଜୀବନ୍ତ ସତେଜ ଆକାଶ

 ତାରା ଅଛନ୍ତି ସର୍ବତ୍ର 

ପାଇ ସେସବୁମାନଙ୍କର ଚମତ୍କାର ସ୍ପର୍ଶ 

ହର୍ଷ ଓ ଉଲାସ ରେ କିଛିତ ପାଏ ମଣିଷ 

ଏମିତିକି ପଥର ଗୋଡି ଇଟା ମାଟି 

କେବେ ବି କରେନା ଆଘାତ କି ଭସ୍ମ 

କଥା କହି ନପାରୁଥିବା ସଜୀଵ 

ଅତ୍ୟନ୍ତ ବିଶ୍ୱସ୍ତର ପରିପ୍ରକାଶ 

ଅଣୁଠୁ ପରମାଣୁ ବି ଅତ୍ୟନ୍ତ ଉଶ୍ୱାସ 

ଅହଂକାର ପାଇଁ ମଣିଷ କେବଳ ଧ୍ୱଂସ 

ସଜୀଵର ବିଘଟନରେ ଆତ୍ମପ୍ରକାଶ 

ସ୍ୱୟଂ ବିନାଶ ଅବଶ୍ୟ 

ମାଆ ଦୁର୍ଗତିନାଶିନୀ ଦୁର୍ଗା ସ୍ୱୟଂପ୍ରକାଶ 

କାଶତଣ୍ଡୀ ହସରେ ଜଗତରେ 

ସବୁଜ ବିପ୍ଳବର ସଜୀଵ ସରସ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy