STORYMIRROR

Gitanjali Pujapanda

Tragedy

4  

Gitanjali Pujapanda

Tragedy

ପ୍ରିୟତମା

ପ୍ରିୟତମା

1 min
177

ପ୍ରିୟତମା ତୁମେ ମୋର ଜୀବନ ର 

ପ୍ରୀତିଝରା ଫଗୁଣ ।


ତୁମେ ମୋ ପାଖ ରୁ ଗଲା ଦିନୁ

ମୋ ଆଖି ରୁ ଝରେ ଶ୍ରାବଣ।


କିଛି ଉଣା ହେଲା କି ମୋ ପ୍ରେମ 

ର  ପରିଭାଷା ରେ ।


ତୁମେ ଛାଡି ଗଲା ପରେ ଏ ମନ 

ତୁମ କୁ ଖାଲି ଝୁରି ମରେ।


 ତୁମେ ଜାଣ ଭଲ ଭାବ ରେ ତୁମ 

 ଛଡ଼଼ା ଆଉ କେହି ନାହଁନ୍ତି ଜୀବନ ରେ।



Rate this content
Log in

Similar oriya poem from Tragedy