STORYMIRROR

Hrushikesh Satpathy

Romance

2  

Hrushikesh Satpathy

Romance

ପ୍ରିୟତମା

ପ୍ରିୟତମା

1 min
2.7K


ମୋ' ପସନ୍ଦର ତୁଳସୀ ଗୋ ତୁମେ
    କି ଯାଏ ଦୁନିଆ ବାସନ୍ଦ କଲେ।

ମଲାଜହ୍ନ ନୁହଁ, ଅସ୍ତରାଗ ତୁମେ
    ଶୁଭ୍ରା,ସୁବର୍ଣ୍ଣ ଯେବେ ଦେଖିଲେ।

ଆଖି ଲୁହ ସିନା ପୋଛି ପାରିବିନି
    କୋହକୁ ତୁମରି ସାଉଟି ନେବି।

ଭାଙ୍ଗି ଯାଅ ନାହିଁ ପ୍ରିୟତମା ମୋର
    ସେନେହ ସୋହାଗେ ଭସାଇ ଦେବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance