STORYMIRROR

Debabrata Barik Debunu

Romance

4  

Debabrata Barik Debunu

Romance

ପ୍ରିୟତମ

ପ୍ରିୟତମ

1 min
383


ଜୀବନେ ଯାହାକୁ ଏତେ

ପାଏ ମୁଁ ଭଲ

ଯାହା ପାଇଁ ମନ ହୁଏ

ସଦା ବ୍ୟାକୁଳ

ତୁମେ ସେହି ପ୍ରିୟତମ

ନିଜଠୁ ନିଜର

ମୋ ମନର ଦରପଣେ

ପ୍ରତିବିମ୍ବ ତୁମ

ଦିନରାତି ଦିଶେ ସେଇ

ନିରୀହ ନୟନ

ତୁମେ ନଦେଖ ,ନଖୋଜ

ନ ପଚାର ଥରେ

ମୁଁ ଦେଖୁଥିବି ,ଖୋଜୁଥିବି

ପ୍ରତି ମୁହୂର୍ତରେ

ତୁମ ଦେହ ଛାଇ ପରି

ରହିବି ପଛରେ ।



Rate this content
Log in

Similar oriya poem from Romance