Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspanjali Panda

Romance

5.0  

Puspanjali Panda

Romance

ପ୍ରିୟତମ

ପ୍ରିୟତମ

1 min
100


ପ୍ରିୟତମ,

ତୁମ କୁ ନେଇ ମୋ ସବୁ ପ୍ରେମ ଗଳ୍ପ 

ତୁମ କୁ ନେଇ ମୋ କବିତା ।

ତୁମେ ପଢ ବୋଲି କହିଦିଏ ଖୋଲି

ହୃଦୟ ତଳର ବାରତା ।

ତୁମ ଲାଗି ନିତି ଜାଳୁଛି ମୁଁ ବସି

ଦିଅଁ ଘରେ ସଞ୍ଜ ସଳିତା ।

ତୁମକୁ ନେଇମୋ ପାହାନ୍ତି ସପନ

ତୁମଠି ହାରେ ମୋ ଜଡ଼ତା ।



Rate this content
Log in

Similar oriya poem from Romance