STORYMIRROR

Puspanjali Panda

Classics

3  

Puspanjali Panda

Classics

ଦିପାବଳୀ ଶୁଭେଚ୍ଛା

ଦିପାବଳୀ ଶୁଭେଚ୍ଛା

1 min
180

ପ୍ରଭୂ ରାମଚନ୍ଦ୍ର 

ରାବଣ କୁ ମାରୀ

ସୀତାଙ୍କୁ ଉଦ୍ଧାରି

ଅଯୋଧ୍ୟା କୁ ଫେରିଥିଲେ

ହର୍ଷ ଉଲ୍ଲାସ ରେ

ଆଲୋକ ମାଳାରେ

ସ୍ୱାଗତ ତୋରଣ

ପୃଥିବାସୀ କରିଥିଲେ

ପୂର୍ବଜ ମାନଙ୍କ 

ସ୍ମୃତିକୁ ଶ୍ରଦ୍ଧାରେ

ମନେ ପକେଇ ଯେ ଥିଲେ

ଅନ୍ଧାରରେ ଆସି

ଆଲୁଅରେ ଯାଅ

ବଡ ବବୁଆ ହୋ ଭଲେ

ସେଦିନ ର ସ୍ମୃତି

ପାଳୁଛୁ ସଭିଏଁ

ଲକ୍ଷ୍ମୀ ମାଆ ପୂଜା କରି

ଶୁଭ କାମନା ଓ

ଶୁଭେଚ୍ଛା ଜଣାଏ

ଆଲୋକିତ ଦୀପାବଳି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics