STORYMIRROR

Puspanjali Panda

Others

3  

Puspanjali Panda

Others

ନୂଆବର୍ଷର ସକାଳ

ନୂଆବର୍ଷର ସକାଳ

1 min
205


ଗତ କାଲି ରାତିରେ

ଶୁନ୍ୟ ସମୟର 

ପାଳନ ର ହୋ ହାଲ୍ଲା ପରେ

ବୁକ୍ ହେଇଥିବା ହୋଟେଲ ର

କିସମ କିସମ ଖାଦ୍ୟ ‌

କେତେ କିସମର ମୃଦୁ ପାନୀୟ

ଆଉରି କେତେ କ'ଣ ର ନିଶା

ଉତୁରି ଯାଇ ନଥିଲେ ବି

ନୂଆ ବର୍ଷ ର ସକାଳ 

ସବୁବେଳେ ସବୁବର୍ଷ ଆସେ।


କେହି ସ୍ୱାଗତ କରୁ ବା ନକରୁ

ନୂଆ ସମ୍ଭାବନାର ସକାଳ ହୋଇ

ନୂଆ ଆଶା ଦେଖାଇ

ନୂଆ ସୂରୁଜ ର କିରଣ ନେଇ

ସବୁବେଳେ ନୂଆ ବର୍ଷ ଆସେ।।

ଛକରେ ,କ୍ଳବ ରେ,

ଖୁବ୍ ଜୋର ମାଇକ୍ ସାଉଣ୍ଡରେ

‌ହୋଟେଲ୍ ରେ, ଟିଭିରେ

ମୋବାଇଲ ରେ, ଫେସବୁକ ରେ

ହ୍ୱଟସଆପ ରେ ଶୁଭେଚ୍ଛା ବାର୍ତ୍ତା ରେ

ହାପି ନ୍ୟୁ ଇଅର ରେ।।



Rate this content
Log in