ସୁପର ପାୱାର
ସୁପର ପାୱାର
ମୋ ଦେଶ ବୋଲି
ଯେଉଁଠି ଏଯାଏ ରହିଛି
ସବୁ ମିଳିଛି
ସୁଖମିଳିଛି ,ଶାନ୍ତି ମିଳୁଛି
ନିରାପଦରେ ଜୀବନ ଆନନ୍ଦ ଭୋଗୁଛି
ଘର ପରିବାର
ଜୀବନ ଜୀବିକା
ସବୁ ସମାବେଶ ଏଇଠି।।
ଏତେ ସବୁ ଦେଲା ପରେ ବି
ଦେଶ ମୋ
ସ୍ଵପ୍ନ କୁ ପୁରଣ କରୁଛି
ଭାରତ ମୋର ସୁପର ପାୱାର ରେ
ମହତ ମ୍ୟାଜିକ କରୁଛି।।
ଜନ୍ ସଂଖ୍ୟା ରେ
ଟୀକା କରଣରେ
ଅର୍ଥନୈତିକ ସିଡ଼ି ଚଢିବାରେ
ସାମାଜିକ ସୁଖ ସୁବିଧା ଦେବାରେ
ମୌଳିକ ଅଧିକାର ସମେତ
ସବୁରେ ଆଗେଇ ଚାଲିଛି
ମୋ ଦେଶ
ସୁପର ପାୱାର ହେଉଛି
ବିଶ୍ଵ ଦରବାରଦେଖୁଛି
ମୋ ଖୁସୀ ବଢିବଢି ଚାଲୁଛି
ବାପା ଭାରତୀୟ
ଜେଜେ ଭାରତୀୟ
ମୁଁ ଭାରତୀୟ ବୋଲି
ଗର୍ବ ରେ ଦମ୍ଭ ରେ କରୁଛି
ମୋ ପ୍ରିୟ ଦେଶର ସୁପର
ପାୱାର ଏ ସାରା ବିଶ୍ଵ ଦେଖୁଛି।।