STORYMIRROR

Manaswinee Dash

Tragedy

4  

Manaswinee Dash

Tragedy

ପ୍ରିୟ ଭୂମି

ପ୍ରିୟ ଭୂମି

1 min
247

ପ୍ରିୟ ମୋର ସେହି ଭୂମି ଯଉଠାରେ ଜନମ ହେଲି ମୁହିଁ  

ଚାଲିଲା ବୁଲିଲା ବେଳେ କଲି ଅତ୍ୟାଚାର ତଥାପି କିଛି କହିଲା ନାହିଁ  

ସବୁ ଚୁପ୍ ଚାପ ଗଲା ସହି  

ମୋ ଜୀବନରେ ତାଠୁ ବଡ କିଛି ନାହିଁ। 


ସାଇତି ରଖିଛି ମୋର ଅଭୁଲା

 ଅତୀତ  

କେତେ ଉତ୍ଥାନ-ପତନ କଲା ଅବଗତ  

ସାହାସ ସାଜିଲା ମୋରହେଇ ମିତ  

ତାର ମୋର ସମ୍ପର୍କ ଚିରାଚରିତ। 


ରୂପ ତାହାରି କି ଅନୁପମ  

ପଥପ୍ରାନ୍ତ ପଛେ ହଉ ବିଷମ  

ସ୍ନେହମୟୀ ଯେ ଅତି ପରମ  

ରଖେନା କେବେ ସେ ମନର ଭ୍ରମ। 


ସବୁଜିମାରେ ସେ ଭରପୁର  

କୁଳୁ କୁଳୁ ନଦୀ ବହୁଛୁ ଦେଇ ଗା ଭିତର  

ସତେ କଳା ରେ ତ ସେ ଭରପୂର  

ଏଇତ ପ୍ରିୟ ଭୂମି ମୋହର। 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy