STORYMIRROR

Tapan Dixit

Romance Abstract Others

2  

Tapan Dixit

Romance Abstract Others

ପ୍ରୀତି ଜର

ପ୍ରୀତି ଜର

1 min
2.3K


ଶିହରି ଉଠିଲି ତୋ ଦେହ ଛୁଆଁରେ 

ରାତିଟା ଲାଗିଲା ପର 

ସପନକୁ ଯେବେ ନିଜର ଭାବିଲି 

ହୋଇଗଲା ପ୍ରୀତି ଜର, 

ବଇଦ ଖୋଜିଲି ଅଉଷଧି ପାଇଁ 

କେହିବି ମିଳିଲେ ନାହିଁ 

ତୋ ଓଠ ମଦିରା ଢାଳିଦେଲୁ ଯେବେ 

ଜୀବନଟା ଗଲା ରହି.. ।। 

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance