Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarsini Das.PriYa❤️

Tragedy

3.8  

Priyadarsini Das.PriYa❤️

Tragedy

ପ୍ରେରଣା

ପ୍ରେରଣା

1 min
240


(ଲେଖା ପାଇଁ-ପ୍ରେରଣା )


ମନ ପାଇଁ ଯିଏ ଉତ୍ପେରକ

ଯିଏ ଯୋଗାଇ ଦିଏ ଖୋରାକ ,

ଲେଖିବାକୁ ,

ଭାବିବାକୁ ,

କିଛି ନୂଆ କରିବାକୁ .....।


ସେ ତ ସମୟ .......


କିଏ ସମୟରେ ହାରିଯାଏ ,

କିଏ ଜିତିଯାଏ .....।


କିଏ ବହୁତ୍ କିଛି ପାଇଯାଏ ,

କିଏ ସବୁ କିଛି ହରାଇ ଦିଏ .....।


କିନ୍ତୁ ମୁଁ ପାଇଛି ଅଦମ୍ୟ ସାହସ ,

ନୂଆ ଭାବନା ,

ନୂଆ ପ୍ରେରଣା ,

ସେଇ ସମୟ ଠୁ ....।


ସେ ସମୟ ଶିଖେଇଚି 

କିଛି ନୂଆ ତିଆରି ,


ଆଜି ମୁଁ ଲେଖୁଛି ,

ମୁଁ ଗଢୁଛି ଶବ୍ଦର ଘର ,


ମୁଁ ଆଙ୍କି ପାରିଛି ,

ମୋ ଭାବନାକୁ ଶବ୍ଦରେ

ଖାଲି ସେଇ ସମୟ ପାଇଁ .......।


ମୋର ପ୍ରେରଣା ,

ମୋ ଶବ୍ଦର ପ୍ରେରଣା ,

ମୋ ଏକୁଟିଆ ପଣର ପ୍ରେରଣା ,

ସେଇ ସମୟ ......।


Rate this content
Log in

Similar oriya poem from Tragedy