ପ୍ରେମ
ପ୍ରେମ
କଣ୍ଟାପରି ଯେବେ
ଫୁଲର ଆଘାତ ସହେ
ଆଲିଙ୍ଗନ ନିବିଡ
ବନ୍ଧନ ବୋଧେ
ଭଲ ପାଇବା
ବଦଳେ ସଂଜ୍ଞା
ପରିଭାଷା, ଭଲ
ପାଇବାର ପ୍ରକୃତ
ଅର୍ଥ, ଭଲ ପାଏ
ବୋଲି ଯେବେ
କହିଦିଏ, ବଦଳିଯାଏ
ପ୍ରେମର ପରିଭାଷା
ପ୍ରେମ ଏକ ବିଶ୍ୱାସର
ନୌକା ଟିଏ, ପ୍ରେମର
ପ୍ରକୃତ ଅର୍ଥ ହେଲା
ବିଶ୍ୱାସ ଆଉ ଭରସା
ବିଶ୍ୱାସ ଟିକକ ତୁଟି
ଗଲା ପରେ ।