STORYMIRROR

Illa Kanungo Mohapatra

Romance Others

3  

Illa Kanungo Mohapatra

Romance Others

ପ୍ରେମ

ପ୍ରେମ

1 min
198

ପ୍ରେମ,

ନିରବ ହୃଦୟର

ଏକ ମିଠା ସ୍ପନ୍ଦନ ...

ଆଶା ଆଉ ସ୍ବପ୍ନରେ

ବନ୍ଧା ହେଇଥିବା

ଗୋଟେ ସୁନ୍ଦର ଭାବନା ...

ମନରେ ଶିହରଣ ସୃଷ୍ଟି କରୁଥିବା

ଏକ ସୁନ୍ଦର କଳ୍ପନା ...

ମନରେ ଚଞ୍ଚଳତା ଭରୁଥିବା

ଏକ ଛୋଟ ପ୍ରଜାପତି ...

ସ୍ବପ୍ନ ରେ ସଜେଇ ହେଇଥିବା

ସେଇ ଜହ୍ନ ରାତି ...

ଆଖିରେ ବିଶ୍ୱାସ ଭରୁଥିବା

ସେଇ ଚିନ୍ହା ଚେହେରା ...

ସବୁଠୁ ନିଜର ସାଜିଥିବା

ସେଇ ପ୍ରିୟ ମଣିଷ ...

ପ୍ରେମ ଆଣିଦିଏ ଜୀବନରେ ସବୁକିଛି

ଆଉ ଧୀରେ ଧୀରେ ପାଲଟିଯାଏ

ଜୀବନ ର ସବୁକିଛି ....।


Rate this content
Log in

Similar oriya poem from Romance