STORYMIRROR

Illa Kanungo Mohapatra

Others

3  

Illa Kanungo Mohapatra

Others

ମୁକ୍ତ ସ୍ବପ୍ନ

ମୁକ୍ତ ସ୍ବପ୍ନ

1 min
164

ଚିର ମୁକ୍ତ ପକ୍ଷୀଟିଏ ପରି 

ମୁକ୍ତ ନୀଳ ଆକାଶରେ ଉଡ଼ିବୁଲେ... 

ଖୁସିର ସ୍ପର୍ଶରେ ଓଠକୁ ଛୁଇଁଯାଏ 

ମନରେ ଘର କରେ

ଜୀବନରେ ଆଶା ଭରେ...

ଇଚ୍ଛାରେ ପାହାଚ ଚଢେ

କଳ୍ପନାରେ ମହଲ ଗଢେ..

ପାଇବାକୁ ଭଲ ପାଏ

ହରାଇବାକୁ ଦୁଃଖ ପାଏ....

ମୋ ସ୍ୱପ୍ନ ସବୁବେଳେ ମୁକ୍ତ

ଇଚ୍ଛାରେ ଆସେ

ଇଚ୍ଛାରେ ଯାଏ

ହେଲେ କେବଳ

ଖୁସି ହିଁ ଖୁସି ଦିଏ.... ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍