Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ମହାଗାଲୁଆ ସନୁ

Romance

3  

ମହାଗାଲୁଆ ସନୁ

Romance

ପ୍ରେମ ଉପାସନା

ପ୍ରେମ ଉପାସନା

1 min
125


ଉତ୍ତର ଖୋଜିବାକୁ ବହୁତ ଚେଷ୍ଟା କରେ

କାହିଁକି କେବେ ଖୋଜି କି ପାଇନି

ପ୍ରଶ୍ନ ପରେ ପ୍ରଶ୍ନ ଗଦା ହୋଇ ଗଲାଣି

ଖୋଜିବା ଆରମ୍ଭ ମୁଁ କରି ପାରୁନି ।

ପାଇବାକୁ ବହୁତ ଇଚ୍ଛା ତାକୁ ତା ପ୍ରେମକୁ

ବହୁତ ଦିନର ଅପେକ୍ଷାର ଫଳ

କେଜାଣି ଡର ବି ଲାଗେ କାଳେ କିଛି ଘଟିଯିବ

ଖୋଜୁଛି କେବେ ହେବ ମେଳ ।

ସବୁବେଳେ ଭାବେ ବୋଲି ତାକୁ ଝଡି ଗଲିଣି

ରାତି ରାତି ଅନିଦ୍ରା ବି ହେଲେଣି

ତଥାପି ଏ ରୋଗ ମୋଠୁ ଛାଡିକି ଯାଉନି

କେଜାଣି କ’ଣ ହବ ବୁଝି ମୁଁ ପାରୁନି ।

ନାବିକ ହେବାକୁ ବହୁତ ଇଚ୍ଛା ପୀରତି ସାଗରରେ

ହେଲେ ସାଗରର ଗଭୀରତା ବହୁତ

କାତ ମୋ ପାଇ ବନି ବୋଲି ଡରୁଛି ଆଜି

ଭିତରେ ପ୍ରେମ କରୁଛି ଏୟା ସତ ।


Rate this content
Log in