Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଲୋଚନ ମେହେର

Romance

3  

ଲୋଚନ ମେହେର

Romance

ପ୍ରେମ କାହାଣୀ

ପ୍ରେମ କାହାଣୀ

1 min
132


କଥା ଥରେ ମୋର ଶୁଣ ଗୋ ରାଣୀ

ଏହା ହିଁ ମୋର ମରମ ବାଣୀ

ମୁଁ ତମ ରାଜା ତୁମେ ମୋ ରାଣୀ

ଲେଖିବା ଆସ ପ୍ରେମ କାହାଣୀ ।


ପ୍ରିୟା ପରା ମୋ ଝରା ଶ୍ରାବଣୀ

ଭିଜେଇ ଦିଏ ତା ପ୍ରେମ ପାଣି

ବାଦଲ ତଳେ କେତେ ଚାହାଣି

ଲଗାଇ ଦିଏ ପ୍ରେମ ମୋହନୀ ।


ପ୍ରିୟା ମୋର ବଡ ଅଭିମାନୀ

ଦେଖିଲେ ମୋତେ ହସେ ସେ ପୁଣି

ମୋ ପ୍ରତି ସେ ଜମା ରାଗେନି

 ରୂପରେ ସୁନ୍ଦର ମୋନରେ ଧନୀ ।


ପ୍ରିୟା ମୋର ଭାରି ଅଭିମାନୀ

କଣ ସେ କହେ ଜାଣି ପାରେନି

କରେନି କେବେ ମୋ ମାନ ହାଣି

ଜାଣି ହେଉ ଅବା ନ ଜାଣି ଶୁଣି ।


ଚାହାଣି ତାର ରାଗ ରାଗିଣୀ

ତା ପ୍ରେମେ ମୋତେ କରିଛି ଗୁଣି

ଜନ୍ହ ରାଇଜର ସେ ମୋ ରାଣୀ

ଏହା ହିଁ ମୋର ପ୍ରେମ କାହାଣୀ ।


Rate this content
Log in

Similar oriya poem from Romance