ପ୍ରେମ ଦିବସ
ପ୍ରେମ ଦିବସ
ବର୍ଷକରେ ଥରେ ଆସେ
ପ୍ରେମ ଦିବସ
ଭରି ଦିଏ ସବୁରି
ମନେ ହରଷ l
କେତେ ଫୁଲ
କେତେ ଉପହାର
କେତେ ଆଶା l
କେତେ ସୋପ୍ନର
ସମାହାର
ଜୀବନ ଟା ଲାଗୁଥାଏ
ଫିକା ଫିକା l
ପାଖେ ଯଦି ନଥାଏ
ପ୍ରେମିକା
କିଏ ଯା ଏ ହୋଟେଲ କୁ l
କିଏ ପୁଣି ଯାଏ ପାର୍କ
ପ୍ରେମ ନିବେଦନ କରି
ଯେମିତି ମିଳିଯାଏ l
ଶହେ ମାର୍କ
କିଏ କରେ ପ୍ରେମର ଓ
ପ୍ରେମୀର ସନମାନ
ଆଉ କିଏ ପାଉଥାଏ l
ଏହି ପ୍ରେମ ପାଇଁ....ଅପମାନ
ଯେତେ ହୀର ରାଞ୍ଝା
ରୋମିଓ ଜୁଲିଏଟ l
ରଚନ୍ତି ପୁସ୍ତକ
ଲେଖି ନିଜ ଗାଥା
କଳି କଜିଆ ର
ଘଟିଥାଏ ସମାଧାନ l
ସବୁ ଭୁଲି ମନର ମାଳିନ୍ୟ
ପୁଣି ହୋଇଯାଏ
ଦୁଇ ଦେହ
ଦୁଇ ଆତ୍ମାର ମିଳନ l

