Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ପ୍ରାତଃ ବନ୍ଦନା

ପ୍ରାତଃ ବନ୍ଦନା

1 min
476



ମଙ୍ଗଳ ପ୍ରଭାତେ ଅଭୟ ଶ୍ରୀ ପଦେ

  କୋଟି କୋଟି ଦଣ୍ଡବତ

ବିତିଯାଉ ଦିନ ଶୁଭ ମଙ୍ଗଳରେ

  ଜୟ ଜୟ ଜଗନ୍ନାଥ ।

ହୃଦ ସିହାସନେ ତୁମ ଦିବ୍ୟ ରୂପ

  ହେଉ ସଦା ପ୍ରତିଭାତ

ବିକଶୁ ଆନନ୍ଦ ସୁଗୁଣ ସୈାରଭ

  ଟଳୁ ରୋଗ ଦୁଃଖ କଷ୍ଟ ।

ସାହା ହୁଅ ନାଥ ପ୍ରଭୁ ଜଗଦୀଶ

  ପରମେଷ୍ଟ ପରଂବ୍ରହ୍ମ

ଧର୍ମ କର୍ମେ ଲିପ୍ତ ରହୁ ମନ ପ୍ରାଣ

  ଜୟ ଶ୍ରୀ ପୁରୁଷୋତ୍ତମ ।

ଅଜ୍ଞାନ ଅନ୍ଧାର ହେଉ ଦୂରୀଭୂତ

   ଜ୍ୟୋତି ରୂପ ସମୁଜ୍ଜ୍ୱଳ

ପ୍ରାର୍ଥେ ଆଦିକନ୍ଦ ସତ୍ୟ ସନାତନ

   ପ୍ରଦାନ ଫଳ ମଙ୍ଗଳ।


    


Rate this content
Log in

Similar oriya poem from Classics