Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ପଣା ସଂକ୍ରାନ୍ତି

ପଣା ସଂକ୍ରାନ୍ତି

1 min
8



ବର୍ଷ ଅୟରାମ୍ଭ ହେଉ ଶୁଭଙ୍କର 

ସୁସ୍ବାଗତ ସୂର୍ଯ୍ଯ ଦେବ

ସୃଜ ଅଭିନବ ସମୃଦ୍ଧ ଭବିଷ୍ଯ

ସଂକ୍ରାନ୍ତି ମହାବିଷୁବ ।

ହୁଅ ବରପ୍ରଦ ମଙ୍ଗଳ ଦାୟକ

ଧରିତ୍ରୀ ମା ବସୁମତୀ

କୃପାଳୁ ହୁଅନ୍ତୁ ଦେବ ପିତୃଲୋକ

ଆମ୍ଭେ ଆଶିର୍ବାଦ ପ୍ରାର୍ଥୀ ।

କୃଷି ବ୍ଯବସାୟ ନୂତନ ପ୍ରକଳ୍ପ 

ହେଉ ଶୁଭ ଅନୁକୂଳ 

ଆଗାମୀ ପ୍ରସ୍ତୁତି ହେଉ ଫଳପ୍ରଦ 

ବରଷୁ ବାରିଦ ଜଳ ।

ଭରୁ ମନପ୍ରାଣେ ଆଗ୍ରହ ଉତ୍ସାହ 

ଅଭିବୃଦ୍ଧି ଅଭିଳାଷ 

ନବୋପକରଣ ହେଉ ଉପଯୋଗୀ 

ଉତ୍ପାଦୁ ପ୍ରଚୂର ଶସ୍ଯ ।

ଅରପୁଛୁ ଆମ୍ଭେ ଶ୍ରଦ୍ଧା ଭକ୍ତି ଚିତ୍ତେ

ଭୋଗ ଓ ପଣା ଛତୁଆ 

ତୁମ୍ଭରି ପ୍ରସାଦେ ସଞ୍ଚରୁ ଜୀବନେ

ଧର୍ମ ସତ୍ଯ ଶାନ୍ତି ଦୟା ।।

  


Rate this content
Log in

Similar oriya poem from Classics