Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandrakanta Nayak

Abstract

3  

Chandrakanta Nayak

Abstract

ଫେରେଇ ନେରେ ମୋତେ

ଫେରେଇ ନେରେ ମୋତେ

1 min
351



ସବୁ ହରେଇ ସାରିଛି କିଛି ନାହିଁ ମୋର

ଯାହା ତୁମେ ଦେଇଥୁଲ ସବୁ ଏବେ ତୋର ।

ଦେଲ ଯାହା ନେଲ ତାହା ରଖୁନାହଁ କିଛି

ତଥାପି କହେ ଦୁନିଆଁ ଫଳ ଦିଅ ବାଛି ବାଛି ॥

ପାଇନାହିଁ ବୋଲି ଜମା ମୋର ମନ ଦୁଃଖ ନାହିଁ

ମଣିଷ ଜନମ ଦେଲ ଯଥେଷ୍ଠ ମୋ ପାଇଁ ||

ହସିବାକୁ ଛାଡିଦେଲ ତୁମେ ଏଇ ଦୁନିଆଁକୁ

କାନ୍ଦିବା ସାର ହୋଇଛି ଆଦର ମୁଁ କରିଛି ଲୁହକୁ ॥

ଅମୃତ ମଣିଷ କରି ଛାଡିଦେଲ ଏ ଧରାଧାମକୁ

ନିତି ପିଏ ବିଷ ଏଠି ପାଶୋରିଛି ତୁମରି ନାମକୁ ॥

କେମିତି ଜୀବନ ଦେଲୁ କହିଦେ ତୁ ଥରେ

ଫେରେଇ ନେ ରେ ମୋତେ ଜୀବନ ସେ ପାରେ ।



Rate this content
Log in

Similar oriya poem from Abstract