Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRASANTA KUMAR MAHAPATRA

Romance

3  

PRASANTA KUMAR MAHAPATRA

Romance

ପଦଟିଏ ତୋ ନାଁରେ ପ୍ରିୟା ୨୪

ପଦଟିଏ ତୋ ନାଁରେ ପ୍ରିୟା ୨୪

1 min
14


ପାହାଡ଼ର ଶୀର୍ଷତମ ଗଛମୂଳେ

ବସି ବସି କରେ ମୁଁ ପ୍ରତୀକ୍ଷା,

ଦେଖା ଯାଏ ତୁମ ଘର ତୁମ ଦ୍ଵାର

ତୁମେ କିନ୍ତୁ ଦିଅ ନାହିଁ ଦେଖା l


ବାଇନାକୁଲାର ଧରି ଜଗିବସେ

ଘଣ୍ଟା ଘଣ୍ଟା ଦିନ ଦିନ ସେଠି,

ଝର୍କା ଖୋଲି କାଳେ କେବେ ଅନାଇବ

ଅଗଣାରେ ଦେବ ଅବା ଝୋଟି l


ପାହାଡ଼ର କଣ୍ଟକିତ ରାସ୍ତା ଦେହେ

ଚଢି ଯେଉଁ ଝରିଥିଲା ରକ୍ତ,

ଯଦି କେବେ ଥରଟିଏ ମିଳିଯାଏ

ତୁମ ଦେଖା ଭରେ ସବୁ କ୍ଷତ l


Rate this content
Log in

Similar oriya poem from Romance