STORYMIRROR

Abhinaba Pattniak

Inspirational

2  

Abhinaba Pattniak

Inspirational

ପାଠ ପଢ଼ା

ପାଠ ପଢ଼ା

1 min
440


ଭାବ ଦିଆ ନିଆ କରବୁ ଵଏଲେ,

ମାଏନତା ମିଲବା ତତେ ।

ଭାଷାକେ ଜଗି ରଖବୁ ଵଏଲେ

ମାଟି ମା ଖୁସ ରଖବା ତତେ ।

ପାଠ ପଢ଼ ବାବୁ ନିନି ରଖ ମାବୁଆର ନା,

ନାଇଁ ପଢଲେ ସତେ ବୁଡିଯିବା ଗାଁର ନା ।

ସଵକେ ପଢ଼ାମା ସଵକେ ବଢାମା

ଇଟା ତ ଆମର ଆହ୍ୱାନ,

ପାଠ ପଢ଼ା ବିନେ ଉନିହା ଚିନ୍ତା ନାଇଁ କର ମର ଧନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational