STORYMIRROR

Abhinaba Pattniak

Inspirational

3  

Abhinaba Pattniak

Inspirational

ମୋ ମା

ମୋ ମା

1 min
133


ଏଇ ଦେଶ ଏଇ ମାଟି

ଭାରତ ଯା'ର ନାଆଁଟି

ସେବାରେ ତା'ର ଜୀବନ ଦେବା

ରଖିବା ତା'ର ନାଆଁଟି ।

ଶସ୍ୟ ଶ୍ୟାମଳା ସୁଜଳ ସୁଫଳା

ଅଟେ ଏଇ ମୋର ଜନ୍ମମାଟି

ବୀର ପ୍ରସବିନୀ ମୋ ଦେଶଟି ।

ରଖିବା ତାହାର ମାନଟି ।

ତାହାରି ସୁଖ କାମନା ଆମ

ରଖିବା ଆମେ ତାହାରି ନାମ ।

ଗାନ୍ଧୀ ଗୋପବନ୍ଧୁ ନେହେରୁ ସୁବାଷ

କରିଗଲେ କାମ ହେଲା ଦେଶର ବିକାଶ।

ଆଜିର ଦିନରେ ପ୍ରଣତି ଜଣାଏଟି

ବନ୍ଦେ ମାତରଂ ବନ୍ଦେ ଭାରତ ମା କହିଟି।

ଜୟ ହିନ୍ଦ୍ ଜୟ ହିନ୍ଦ୍ ଭାରତ ମାତା କି

ଜୟ ହେଉ ସଦା ଭାରତ ମାତା କି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational