STORYMIRROR

Abhinaba Pattniak

Romance

3  

Abhinaba Pattniak

Romance

ଭିଜା ସ୍ବପ୍ନ

ଭିଜା ସ୍ବପ୍ନ

1 min
127


ନୀଳ ଆକାଶରେ ଜ୍ୟୋତ୍ସ୍ନା 

ରାତିରେ ବାସର ଗୋଲାପ

  ପାଖୁଡା ଶେଯରେ

ହାତଠାରି ଡାକେ ପ୍ରିୟା

  ଲାଜେଇ ଲାଜେଇ

ସେଇଠି ଥାଏ ଅସୁମାରି ସ୍ବପ୍ନ

 ଭଙ୍ଗା ହୃଦୟେ କାନ୍ଦେ

   ମୁ ଗୁମୁରି ଗୁମୁରି

   ନାଚି ଥାଏ ସ୍ୱପ୍ନେ 

ତା ସାଥେ କଣ୍ଟକିତ ପଥେ

ଲୁହ ଲହୁର ବର୍ଷା ଛିଟାରେ

            ଭିଜି ଭିଜି

  ପାଇଥାଏ ସ୍ୱର୍ଗୀୟ ସୁଖ  

         ଭିଜାସ୍ଵପ୍ନେ ଭିଜି ।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance