STORYMIRROR

Abhinaba Pattniak

Romance

3  

Abhinaba Pattniak

Romance

ଦେଖା

ଦେଖା

1 min
1.0K

ଶବ୍ଦକୁଞ୍ଜରେ ଗହନ ତୋଟାରେ

ଯେବେ ତୋ ସାଥେ ଦେଖା ହୁଏ

ହୃଦତନ୍ତ୍ରୀରେ ମନ ବୀଣା ବାଜିଯାଏ।


ଭାବ ବଗିଚାରେ ଝରାଫୁଲ ଝରିଯାଏ

ସାଉଁଟି ସେ ଫୁଲକୁ ତତେ ଉପହାର ଦିଏ

ଶବ୍ଦକୁଞ୍ଜରେ ଯେବେ ତୋ ସାଥେ ଦେଖା ହୁଏ।


ବସନ୍ତ ସରେନି ଏଇ ମନର ଗହନ ବନରେ

ନିତି ଯେ ତୋ ସାଥେ ପ୍ରେମର ସଙ୍ଗୀତ ଗାଏ

ହୃଦତନ୍ତ୍ରୀ ଥରି ପ୍ରେମର ସଙ୍ଗୀତ ମୂର୍ଚ୍ଛନା ବହେ ।            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance