STORYMIRROR

Abhinaba Pattniak

Romance

3  

Abhinaba Pattniak

Romance

ପ୍ରେମ

ପ୍ରେମ

1 min
205

ମୋ ମନ ଆଇନାରେ ପ୍ରୀତିର ପଲକ

ଯେବେ ପଡ଼ିଯାଏ ମନେ ଗୋ ମାନସୀ

ହୃଦତନ୍ତ୍ରୀ ମୋ ଥରିଯାଏ ପ୍ରିୟା ତତେ ଭାବି ।

ଚନ୍ଦ୍ର କଇଁର ହେଲେ ବି ରୁହନ୍ତି ନି ଏକାସାଥେ

ବିଚ୍ଛେଦ ମିଳନ ଏଇତ ପ୍ରେମର ଗାଥା

ଭଲ ପାଇ ଯେବେ ଭୁଲି ଗଲୁ ପ୍ରିୟା 

ବସନ୍ତ କଲାଟି ରୋଷ ମୋ ଉପର 

ଆଉ ଯେତେ ବିରହ ବେଦନାରେ ସିକ୍ତ ହୃଦମନ୍ଦିର

ଆ ତୋତେ ମୁ ପୂଜିବି ସେଇ ମନ୍ଦିର ଆସ୍ଥାନର।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance