STORYMIRROR

Abhinaba Pattniak

Others

3  

Abhinaba Pattniak

Others

ମାଁ ସମଲେଇ

ମାଁ ସମଲେଇ

1 min
216


ଜୟ ଜୟ ମା ସମଲେଇ ମଙ୍ଗଲ କାରିନୀ

ତୋର ଦୟା ହେଲେ ମାଗୋ ଚାଲେଇ ଲେଖନୀ ।

ଦୟା କରି ମୋତେ ଶକ୍ତି ଦେ ମା

ଗିରିଜା ନନ୍ଦିନୀ

ଚଣ୍ଡୀ ତୁଇ କାଲୀ ତୁଇ ଅମ୍ବିକା ଯେ

ସିଂହବାହିନୀ 

ଦୁଷ୍ଟ ନାଶି ସନ୍ଥ ପାଲି ରଖିଛୁ ମା ଆତଙ୍କନାଶିନୀ ।

ମହୀରୁ ଯେ ପାପର ଘଡାକେ ଉତାରି

ମହତ୍ ଜନକେ ରକ୍ଷା କରୁ ଅବତରି।

ତୁଇ ମାଗୋ ଭୈରବୀ ଯେ ଲକ୍ଷ୍ମୀ ପାଟନେଶରୀ

ହେ ମା ସମଲେଇ ତୋର ପାଦେ କରୁଛେଁ ଗୁହାରୀ

ରକ୍ଷା କର ମାଗୋ ଆମର ଭାଷା ମା ସମଲେଶ୍ଵରୀ ।

 

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍