Abhinaba Pattniak
Romance
କିଏ କେଉଁ ବାହାନାରେ ଉପେକ୍ଷିତ
ଶବ୍ଦ ସୃଷ୍ଟି ସମ୍ଭାରରେ
ନୂଆଁ ନୂଆଁ କାହାଣୀ ରଚନାରେ
ଆଡେଇ ଯା'ନ୍ତି ନିଜ ବାଟରେ ।
ଶବ୍ଦଟି ପଡ଼ିରୁହେ ନିରବି ଯାଏ
ହୃଦରେ ପ୍ରେମର ପରିଭାଷାରେ
ମନର ନିଘଞ୍ଚ ଗୁହାରେ
ସନ୍ଥି ହୁଏ ଖାଲି ମିଛ ବାହାନାରେ ।
ଭିଜା ସ୍ବପ୍ନ
ହେ ଶିବ
ହେ ମହାବାହୁ
କୃଷ୍ଣ କଥା
ପ୍ରେମ
ବାହାନା
ମାଁ ସମଲେଇ
ମୋ ମା
କବି
ଦେଖା
ହୃଦୟ ର ଶୂନ୍ୟତା ରେ ପ୍ରେମ ଭରିଦିଏ ସଙ୍ଗୀତର ସ୍ବର ସଙ୍ଗୀତ ର ମୂର୍ଚ୍ଛନା ସହିତ ପ୍ରେମର ଲହର ସାତୋ ହୃଦୟ ର ଶୂନ୍ୟତା ରେ ପ୍ରେମ ଭରିଦିଏ ସଙ୍ଗୀତର ସ୍ବର ସଙ୍ଗୀତ ର ମୂର୍ଚ୍ଛନା ସହିତ ପ୍ରେମ...
ହସ ହସ ମୁଖ ଚାହିଁ କଉତୁକ ବିସ୍ମୟ ସୁଚକ କଥା କହି ଗୀତ ଗାଇ ମଉଜ ଭିତରେ ପରସ୍ପର ସ୍ନେହ ମଖା ହସ ହସ ମୁଖ ଚାହିଁ କଉତୁକ ବିସ୍ମୟ ସୁଚକ କଥା କହି ଗୀତ ଗାଇ ମଉଜ ଭିତରେ ପରସ୍ପର ସ୍...
ବେଳ ବୁଡ଼ି ବୁଡ଼ି ଗଲେ ଧିରେ ସଞ୍ଜ ହେଇଯାଏ ତାଙ୍କ ଘର ବାଟ ଦେଇ ନିତି ମୁଁ ଯେ ଆସେ ଯାଏ ଯେବେ ଦେଖି ଦିଏ ମୋତେ ପ... ବେଳ ବୁଡ଼ି ବୁଡ଼ି ଗଲେ ଧିରେ ସଞ୍ଜ ହେଇଯାଏ ତାଙ୍କ ଘର ବାଟ ଦେଇ ନିତି ମୁଁ ଯେ ଆସେ ଯାଏ ...
କେବେ ତୁମ ମୁହଁକୁ ବାସ୍ତବର ରୂପ ଦେଇ ମୁଁ ନା ହସର ଲହରୀକୁ ଭାଙ୍ଗିପାରିଥାନ୍ତି। କେବେ ତୁମ ମୁହଁକୁ ବାସ୍ତବର ରୂପ ଦେଇ ମୁଁ ନା ହସର ଲହରୀକୁ ଭାଙ୍ଗିପାରିଥାନ୍ତି।
ସୁନୟନା ତୁମେ କାନ୍ଦିବନି ସୁନୟନା ତୁମେ କାନ୍ଦିବନି
ମନେପଡେ ମନକଥା ମନେପଡେ ମନକଥା
ଜୀବନର ଏହି ଖାଲ ଢ଼ିପ ପଥେ ବିରହରେ ପ୍ରେମରୁ ମନରୁ ବେଦନା ଢଳେ ତଥାପି କାହିଁକି ଏଇ ମନ ଅଗଣାରେ ପ୍ରେମର ମଧୁ ... ଜୀବନର ଏହି ଖାଲ ଢ଼ିପ ପଥେ ବିରହରେ ପ୍ରେମରୁ ମନରୁ ବେଦନା ଢଳେ ତଥାପି କାହିଁକି ଏଇ ମନ...
ପ୍ରିୟା ର ସନେଟ୍ ପ୍ରିୟା ର ସନେଟ୍
କେବେ ତୁମେ ଅଜଣା ବଣମୁଲକର ତ୍ରିଫଳା ଆଉ କେବେ ମେଘାଚ୍ଛନ୍ନ ଆକାଶର ଚପଳା ପୁଣି କେବେ... କେବେ ତୁମେ ଅଜଣା ବଣମୁଲକର ତ୍ରିଫଳା ଆଉ କେବେ ମେଘାଚ୍ଛନ୍ନ ଆକାଶର ଚପଳା ପୁଣି କେବେ...
କିନ୍ତୁ ତମେ କେବେ ପ୍ରକାଶ କରନା ତମ ସବୁ ଇଚ୍ଛାକୁ ମାରିଦିଅ ତମ ଅସହଜପଣ ସବୁକୁ ବେଶ ସହଜରେ ତମ ମୁହଁରୁ... କିନ୍ତୁ ତମେ କେବେ ପ୍ରକାଶ କରନା ତମ ସବୁ ଇଚ୍ଛାକୁ ମାରିଦିଅ ତମ ଅସହଜପଣ ସବୁକୁ ବେଶ ସହଜରେ ତମ ...
ତୁ ଯେବେ ଆସିଲୁ ମୋ ଜୀବନେ ଶାଶ୍ୱତ ପ୍ରେମ ଟିଏ ନେଇ ବଦଳାଇ ଦେଲୁ ଭାବନକୁ ମୋର ଜାଣିଲି ଆଜିବି... ତୁ ଯେବେ ଆସିଲୁ ମୋ ଜୀବନେ ଶାଶ୍ୱତ ପ୍ରେମ ଟିଏ ନେଇ ବଦଳାଇ ଦେଲୁ ଭାବନକୁ ମୋର ଜାଣିଲ...
ତୋ ଅଜାଣତ ରେ ତତେ କଣେଇ ଚାହିଁ ଦବା ତୋ ସହ ଆଖି ମିଶିଗଲେ ଝାଳ ସୁଡୁବୁଡୁ ହେଇଯିବା.. ତୋ ଅଜାଣତ ରେ ତତେ କଣେଇ ଚାହିଁ ଦବା ତୋ ସହ ଆଖି ମିଶିଗଲେ ଝାଳ ସୁଡୁବୁଡୁ ହେଇଯିବା..
ପ୍ରେମ ତ ଗୋଟିଏ ପ୍ରୀତି ନିର୍ଝରିଣୀ ପ୍ରତିକ୍ଷଣେ ଝରୁଥାଏ, ପ୍ରେମ ତ ଗୋଟିଏ ପ୍ରୀତି ନିର୍ଝରିଣୀ ପ୍ରତିକ୍ଷଣେ ଝରୁଥାଏ,
ଆଜି କାଇଁ ବ୍ୟତିବ୍ୟସ୍ତ ତୁମ ଉଛୁଳା ସ୍ରୋତସ୍ୱିନୀରେ ପୁଣି ଥରେ ଭାସି ଯିବାକୁ ପୁଣି ଥରେ ମିଶି... ଆଜି କାଇଁ ବ୍ୟତିବ୍ୟସ୍ତ ତୁମ ଉଛୁଳା ସ୍ରୋତସ୍ୱିନୀରେ ପୁଣି ଥରେ ଭାସି ଯିବାକୁ ପୁଣି ଥରେ...
ନବନୀତା ନହୂଲୀ ପାଦର ଅଳତା ଗାରରେ , ଚମ୍ପାଫୁଲ ମେହେନ୍ଦୀ ରଙ୍ଗରେ ନବନୀତା ନହୂଲୀ ପାଦର ଅଳତା ଗାରରେ , ଚମ୍ପାଫୁଲ ମେହେନ୍ଦୀ ରଙ୍ଗରେ
ହେ'ପ୍ରେମୀକ ପ୍ରେମିକା ସମ୍ପଦ କଣିକା ରଖ ହେ' ପ୍ରେମର ମାନ , ପ୍ରେମ ମାନେ ନୁହେଁ ଦୈହିକ ମିଳନ... ହେ'ପ୍ରେମୀକ ପ୍ରେମିକା ସମ୍ପଦ କଣିକା ରଖ ହେ' ପ୍ରେମର ମାନ , ପ୍ରେମ ମାନେ ନୁହେଁ...
ପ୍ରେମ ହିଁ ଶାସ୍ୱତ ଏକ ଅମୃତର ଧାରା ବିଦଗ୍ଧ ପ୍ରାଣର ବିନ୍ଦୁ ରଙ୍କୁଣୀ ପସରା ପ୍ରେମ ହିଁ ଶାସ୍ୱତ ଏକ ଅମୃତର ଧାରା ବିଦଗ୍ଧ ପ୍ରାଣର ବିନ୍ଦୁ ରଙ୍କୁଣୀ ପସରା
ପ୍ରେମରେ ନ ଥାଏ କାମନା ବାସନା ପ୍ରେମ ସବୁବେଳେ ସ୍ୱଛ ଦାୟିତ୍ୱବୋଧର ଅନୁଶାସନଟେ ସ୍ୱ।ର୍ଥ ତା ଆଗରେ ତ... ପ୍ରେମରେ ନ ଥାଏ କାମନା ବାସନା ପ୍ରେମ ସବୁବେଳେ ସ୍ୱଛ ଦାୟିତ୍ୱବୋଧର ଅନୁଶାସନଟେ ...
ବିରହିଣୀ ଚକ୍ଷୁ ଅଶ୍ରୁ ଢାଳେ ପ୍ରିୟର ଦୂରତ୍ବ ତାକୁ ଜାଳେ ନିଜ ପତି ପାଇଁ ଶୁଭ ମନାସିକି ବୃନ୍ଦାବତୀ ପାଖେ ଦୀପ ଜାଳେ। ବିରହିଣୀ ଚକ୍ଷୁ ଅଶ୍ରୁ ଢାଳେ ପ୍ରିୟର ଦୂରତ୍ବ ତାକୁ ଜାଳେ ନିଜ ପତି ପାଇଁ ଶୁଭ ମନାସିକି ବୃନ୍ଦା...
ପ୍ରେମରେ ପ୍ରବଞ୍ଚନା, ନିମିଷେ କରେ କେତେ ଆନମନା, ସଞ୍ଚରିଯାଏ ଏଇ ଆମ ଶିରା-ପ୍ରଶିରାରେ ବିଡ଼ମ୍ବନା ଆଉ ବିଡ଼ମ୍ବନା ! ପ୍ରେମରେ ପ୍ରବଞ୍ଚନା, ନିମିଷେ କରେ କେତେ ଆନମନା, ସଞ୍ଚରିଯାଏ ଏଇ ଆମ ଶିରା-ପ୍ରଶିରାରେ ବିଡ଼ମ୍ବନ...