Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Naliniprava Subudhi

Action

3  

Naliniprava Subudhi

Action

ନୂଆ ବରଷ ନୂଆ ବରଷ

ନୂଆ ବରଷ ନୂଆ ବରଷ

1 min
136


ନୂଆ ବରଷ ନୂଆ ବରଷ

ନବିନ ପ୍ରଭାତ ମନ ହରଷ

ନୀଳ ପଦ୍ମ ଫୁଟେ ସରେବରେଣ

ନିତି ଅଳି ଛୁୁଟେ ପଦୁଅଁ ବନ l


ନିରବେ ଚୁମଇ ଫୁଲରୁ ମଧୁ

ନିଶା ପ୍ରବେସିଲା କରମ ନିନ୍ଦୁ

ନିଦ୍ରା ଯାଏ ଅଳି ବନ୍ଦୀ ଜୀବନ

ନିଶାର୍ଦ୍ଧ ରାତ୍ରିରେ ଆକାଶେ ଜହ୍ନ l


ନିଜକୁ ପାଖୁଡା ଭିତରେ ବନ୍ଦୀ

ନିବନ୍ଧେ ରହିଲା କର୍ମକୁ ନିନ୍ଦି

ନିର୍ମଳ ଗଗନେ ଉଦେ ତପନ

ନିରବେ ପାଖୁଡା ଫିଟାଏ ପଦ୍ମ l


ନିରଜା ବନ୍ଧନୁ ଫିଟି ଭ୍ରମର

ନିରବେ ମିଳିଲା ପ୍ରୀୟା ପାଶର

ନିକଟେ ପ୍ରିୟାକୁ ଭ୍ରମର ପାଇ

ନିକାଞ୍ଚନେ ବସା ବାନ୍ଧିଲେ ଯାଇ l



Rate this content
Log in

Similar oriya poem from Action