Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hitesh Mohapatra

Abstract Romance Tragedy

3  

Hitesh Mohapatra

Abstract Romance Tragedy

ନିରବତା

ନିରବତା

1 min
404


ନିରବତା ରେ ଖାଲି ମନେ ପଡେ

ତୁମେ ଓ ତୁମର ସ୍ମୃତି

କେତେବେଳେ ସନ୍ଧ୍ୟା କେତେବେଳେ ଖରବେଳ

ଯାଇଛି , ଏହି ଭାବନାରେ

କେବେ ଆସିବ ମିଳନର ରାତି । ୧


ବେଳେ ବେଳେ ଲଗେ

ଭଲ ପାଇ ମୁଁ ଭୁଲ କରିଛି

ଯେତିକି ପାଇଛି , ତଠୁ ଅଧିକ ହରେଈଛି

ତୁମକୁ ପାଇବାର ଆଶା ନେଇ

ହସିଛି କମ୍‌ ,ଅନେକ କନ୍ଦିଛି । ୨


ବୁଝି ପାରିନ ମତେ , ବୁଝି ପାରିବନି

ବ୍ୟକ୍ତିଗତ ସ୍ୱାର୍ଥ ନେଇ

ଅଉ , କାହାକୁ ଭଲ ପାଇବନି । ୩


ଅନେକ ଚେଷ୍ଟା କରୁଛି

ତୁମକୁ ଭୁଲିଯିବା ପାଇଁ

ମତ୍ର,ଏ ନିରବତାରେ

ତୁମ ଛଡା

ଅଉ କିଛି ମନେ ପଡେ ନାହିଁ । ୪



Rate this content
Log in