ନିରବତା
ନିରବତା
ନିରବତା ରେ ଖାଲି ମନେ ପଡେ
ତୁମେ ଓ ତୁମର ସ୍ମୃତି
କେତେବେଳେ ସନ୍ଧ୍ୟା କେତେବେଳେ ଖରବେଳ
ଯାଇଛି , ଏହି ଭାବନାରେ
କେବେ ଆସିବ ମିଳନର ରାତି । ୧
ବେଳେ ବେଳେ ଲଗେ
ଭଲ ପାଇ ମୁଁ ଭୁଲ କରିଛି
ଯେତିକି ପାଇଛି , ତଠୁ ଅଧିକ ହରେଈଛି
ତୁମକୁ ପାଇବାର ଆଶା ନେଇ
ହସିଛି କମ୍ ,ଅନେକ କନ୍ଦିଛି । ୨
ବୁଝି ପାରିନ ମତେ , ବୁଝି ପାରିବନି
ବ୍ୟକ୍ତିଗତ ସ୍ୱାର୍ଥ ନେଇ
ଅଉ , କାହାକୁ ଭଲ ପାଇବନି । ୩
ଅନେକ ଚେଷ୍ଟା କରୁଛି
ତୁମକୁ ଭୁଲିଯିବା ପାଇଁ
ମତ୍ର,ଏ ନିରବତାରେ
ତୁମ ଛଡା
ଅଉ କିଛି ମନେ ପଡେ ନାହିଁ । ୪