Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lipi Sahoo

Abstract

4.8  

Lipi Sahoo

Abstract

ନିର୍ବାଣ ର ପଥିକ

ନିର୍ବାଣ ର ପଥିକ

1 min
162



ମୁଁ ହିଁ ସ୍ରଷ୍ଟା

ମୁଁ ହିଁ ସୃଷ୍ଟି

ସର୍ବବ୍ୟାପୀ ଚିରନ୍ତନ

ସ୍ୱଇଚ୍ଛାରେ ଆବଦ୍ଧ

ନିଜ ବଳ୍କଳ ଭିତରେ

ମୁଁ ଆଜି ବିସ୍ମୃତ

ମୋ ନିଜର ସ୍ୱରୂପ

ପ୍ରତୀକ୍ଷା ସେହି ଆଗ୍ନିସ୍ଫୁଲିଙ୍ଗକୁ

ଯିଏ ଜାଳିପୋଡି 

ଛାରଖାର କରିଦେବ

କୋଇଲି ବୈକୁଣ୍ଠରେ 

ଅବାଞ୍ଛିତ ହୋଇ ପଡିଥିବା

ବ୍ରହ୍ମ ବିହୀନ ଦାରୁକୁ

ଆଉ ଆସ୍ବାଦ କରାଇବ

ନିର୍ବାଣ ମୁକ୍ତିର ।।



Rate this content
Log in

Similar oriya poem from Abstract