STORYMIRROR

Manaswinee Dash

Tragedy

3  

Manaswinee Dash

Tragedy

ନିଜକୁ ଦେଖ

ନିଜକୁ ଦେଖ

1 min
201

ଏଇଟା ବାରମ୍ବାର ଶୁଣିଛି, 

ତୁମେ ମୋତେ କନ୍ଦଉଛ, 

ନିଜେ ବି ଦିନେ କାନ୍ଦିବ। 

ନିଜର ମନରେ ତାକୁ କଷ୍ଟ ଦବାର ଭାବନା ନାହିଁ, 

ତଥାପି ଏକଥା ଶୁଣି ଶୁଣି ଥକି ଗଲିଣି ମୁହିଁ, 

ପ୍ରମାଣ କରିହେବ ନାହିଁ, 

କାହା ଭାବନାର ତ ରୂପ ନାହିଁ

ଆରମ୍ଭ କି ଅନ୍ତ ଭି ନାହିଁ। 

ଦିନେ ହ୍ରୁହୟ କଲା ଆର୍ତ୍ତଚିତ୍କାର, 

କହିଲା ଅନ୍ୟର କଥାରେ କାହିଁ ନିଜକୁ କରୁ ତିରସ୍କାର, 

ତାକୁ ପଚାର, 

ଯଦି ଏହା ସତ୍ଯ ,ଅନ୍ୟକୁ କନ୍ଦାଇଲେ ନିଜେ କାନ୍ଦିବ, 

ସିଏ କାହାକୁ କନ୍ଦେଇଥିଲା, 

ଯା ପାଇଁ ଲହୁ ଶୁଖୁନି ତା ନୟନର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy