STORYMIRROR

Pranati Panda

Tragedy

3  

Pranati Panda

Tragedy

ନୀରବିତ ଅପରାହ୍ନେ

ନୀରବିତ ଅପରାହ୍ନେ

1 min
204

ନୀରବିତ ଅପରାହ୍ନେ

 ମାଆ ତୁ ବହୁତ ପଡୁଛୁ ମନେ 

ଶାନ୍ତ ପରିବେଶ ମଧ୍ୟେ 

  କେତେ ଯନ୍ତ୍ରଣା ଅମାରାତି ।

ମାୟା ସଂସାରରେ କିଏ'ସେ

ତୋ ଭଳି ନାହିଁ ମୋର ଆପଣାର

ଅଗଣିତ ଢେଉ ଖେଳେ

ପ୍ରଶ୍ନ ସବୁ ସୀମା ଲଙ୍ଘି ପାରେନା ।

କୂଳ ଚୁମି ଫେରି ଆସେ

ଝୁରି ଝୁରି ପୁଣି ବୁଝାଏ ମନକୁ

ଜନମ ହେଲେ ତ ମରଣ ଅଛି

ଝର, ଝର ଲୁହ ଝରି ଯାଇଥାଏ ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy