STORYMIRROR

DEEPAK KUMAR PATRA

Abstract

3  

DEEPAK KUMAR PATRA

Abstract

ନାରୀ

ନାରୀ

1 min
282

ଶହନ ଶୀଳତାର ପ୍ରତିମୂର୍ତ୍ତି

ଶୀତଳ ତାରେ ଭରା ଯାର ଛାତି 

ସେ ନାରୀ

ସବୁ ଯନ୍ତ୍ରଣା କୁ ସବୁ କୋହକୁ

ନିଭୃତ କଣେ ଚପେଇ ଦେଇ

ଦୁନିଆ ମୁହଁରେ ହସ ଫୁଟେଇ ପାରେ

ସେ ନାରୀ

ଆଖି ଲୁହ ଓଠରେ ସୁଖେଇ

ନିଜ ପେଟରେ ଓଦାକନା ଦେଇ 

ମମତା ବାଣ୍ଟୁଥିବା ବାତ୍ସଲ୍ୟ ମୟୀ

ସେ ନାରୀ

ଅନ୍ୟର ଦୁଃଖକୁ ଯିଏ ଆଦରି ନେଇ

ତାର ହୃଦୟ କରୁଣା ର ସିଂନ୍ଧୁ 

ମାପି ହେବ ନାହିଁ ତାର ଧର୍ଯ୍ୟ ଵିନ୍ଧୁ 

ସେ ନାରୀ

ଯିଏ ପରକୁ ବି ସହଜେ ଆପଣାଇ

ସ୍ନେହ ,ପ୍ରେମର ବାରି ଢାଳି ଦିଏ 

ସେ ନାରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract