Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lipi Sahoo

Abstract Tragedy Others

4.0  

Lipi Sahoo

Abstract Tragedy Others

ନାରୀ

ନାରୀ

1 min
118


ଅବିବେକତାର ଘୂର୍ଣିଝଡ ପରେ

ଚିରନ୍ତନ ନୀରବତା ଅଉ ଅର୍ନ୍ତଦାହ

ଅମାନବିକତାର ଉଲଗ୍ନ ପରିପ୍ରକାଶ

ସହଯାତ୍ରୀହୀନ ଅନନ୍ତ ମରୁପଥ

ତୃଷ୍ନାରେ ଆର୍ତ୍ତ ହୃଦୟ

ତମସାଚ୍ଛର୍ନ ଅତୀତ

 ଆଉ ଦିଗହରା ଭବିଷ୍ୟତ

ଅବିଶ୍ୱାସର କାରାବାସ ଭିତରେ

ବଞ୍ଚିବାର ଅଭିଶାପ

ୟେଇତ ମୋଟାମୋଟି

ତୋ ଜୀବନର ସାରାଂଶ 

ନାରୀ ତୁ ମହାନ୍

ଇଶ୍ୱରଙ୍କ ଏକ

ଅନବଦ୍ୟ ସର୍ଜନା ।



Rate this content
Log in

Similar oriya poem from Abstract