Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramani Kanta Sahu

Classics Inspirational Others

3  

Ramani Kanta Sahu

Classics Inspirational Others

ମୁନୁଷ୍

ମୁନୁଷ୍

1 min
198


  

ପାଏନ୍ ଫୁଟ୍ କା ମୁନୁଷ୍ ଜୀବନ୍

ଠିକ୍ ନା ନାଇ କେତେବେଲେ ଯିବା ଉଡି

 ହିଁସା, ହଁକାର ନାଇ ରଖ୍ ଭାଇ 

କାହାରିର୍ କଥାନେ ପଡି ।

ନିଜର୍ କାମ୍ କମାନି ଥି ଧ୍ୟାନ୍ ଦେ

ନାଇଁ ହ କାହାରିର୍ ସାଙ୍ଗେ କଁଟି

କାମ୍ କରିଚାଲ୍ ଫଲଲ୍ ପାଏବୁ ନିଶ୍ ଚେ

ନାଇଁ ହ ଜହ ସାନିଘାଟି ।

କାହାର୍ ଛିଡଲା କାହାର୍ ପୁଡ୍ଲାଲା 

କାହାର୍ ହେଲା କାହାର୍ ନାଇ ହେଲା ଥି

ଖରାପ୍ ନାଇ କର୍ ସମିଆ କେଭେ 

ନୀତି କେ ମାନି ଭଲ୍ ବାଟେ ଗଲେ 

ଜୀବନ୍ ରାସ୍ତା ଥି ନାଇ ପଡୁ ଝଝୁଁଟି କେଭେ ।


Rate this content
Log in

Similar oriya poem from Classics