Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramani Kanta Sahu

Children

3  

Ramani Kanta Sahu

Children

ଆସ ଲଗାଇବା ଗଛ ।

ଆସ ଲଗାଇବା ଗଛ ।

1 min
6



ଆସ ଲଗାଇବା ଗଛ

ସବୁ କାମ କରି ପଛ ।


ଗଛ ଦିଏ ଫୁଲ ଫଳ

ଔଷଧ ହୁଏ ଚେର ମୂଳ ।


ଗଛରୁ ପାଉଁ ଅମ୍ଳଜାନ

ଗଛ ଆମପାଇଁ ଜୀବନ ।


ଗଛ କାଠରେ ଆମ ଖେଳଣା

ଗଛ କାଠରେ ଆମ ଘରକରଣା ।


ଗଛ ପାଇଁ ଜୀବଜଗତ

ଗଛ ପାଇଁ ସାରା ଜଗତ ।


ଆମେ ଗଡାଇବା ସଚେତନତା ରଥ

ଗଛ କାଟିବାନି ନେବା ଶପଥ ।


ଶପଥ ନେବା ସଭିଏଁ ଭାଇ

ଗଛ କେବେ ଆମେ କାଟିବା ନାଇ ।



ବିବାହ ଉତ୍ସବ, ଜନ୍ମଦିନ ଅବସର

ଗଛ ଟିଏ  ଦେବା ଉପହାର ।


ଗଛ ପାଇଁ ଆମ ସୁସ୍ଥ ଜୀବନ

ଗଛ ବିନାଶରେ ବିନାଶ ଆମ ଜୀବନ ।


ସବୁଦିନ ଆମେ ଗଛ ଲଗାଇବା

ସବୁଜ ସୁନ୍ଦର ପରିବେଶ ଗଢିବା ।






Rate this content
Log in

Similar oriya poem from Children