Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramani Kanta Sahu

Others

3  

Ramani Kanta Sahu

Others

ସମଲ୍ ପୁରୀ ଦିନ୍

ସମଲ୍ ପୁରୀ ଦିନ୍

1 min
9



ଅଗଷ୍ଟ୍ ଏକ୍ ଗୁରୁ ବହିଦାର୍ ଙ୍କର୍ ଆଏ ଜନମ୍ ଦିନ୍

ଇ ଦିନ୍ କେ ମନାସୁଁ ଆମେ ସମଲପୁରୀ ଦିନ୍।


ନାଚ୍ ମାଁ, ଗାଏମାଁ,  ପିନ୍ଧ୍ ମାଁ  ସମଲ୍ ପୁରୀ

ଭାଷାକେ ଆମର୍ ମଜବୁତ୍ କର୍ ମାଁ, ଲେଖ୍ ମାଁ ସମଲ୍ ପୁରୀ ।


ଆମର୍ ଭାଷାର୍ ବାଟ୍ କଢୁଆଲ୍ ଆନ୍ ଗୁରୁ ବହିଦାର୍ 

ତାଁକର୍ ବାଟେ ଆଗ୍ କେ ନେମାଁ ଭାଷାକେ ଆମର୍ ।


ସମଲ୍ ପୁରୀ ଭାଷାକେ ତାଁକର୍ ଅବଦାନ୍ କହେଲେ ନାଇଁ ସରେ

ସମଲ୍ ପୁରୀ ସାହିତ୍ୟ ବର୍ କସ୍ ହେଇଛେ ତାଁକର୍ କଲମର୍ ଗାରେ ।


ସମଲ୍ ପୁରୀ ଭାଷାର୍ ଭାବ୍ ଟା ବଢେ ଗହୀର୍

ଇ ଭାଷାର୍ ବୁଲି ଛିଁ ଯାଏସି ହୁରୁଦ୍ କେ ସମ୍ କିର୍ । 


ଆମର୍ ଭାଷା ଆମର୍ ଗରବ୍ ଆଏ ସମଲ୍ ପୁରୀ

କହେମାଁ କହୁଥିମାଁ ,ଜୟ ସମଲ୍ ପୁରୀ ଜୟ ସମଲ୍ ପୁରୀ ।


Rate this content
Log in