STORYMIRROR

Ramani Kanta Sahu

Children Stories Inspirational Children

4  

Ramani Kanta Sahu

Children Stories Inspirational Children

ମୋର୍ ଭାରତ୍  ମହାନ୍

ମୋର୍ ଭାରତ୍  ମହାନ୍

1 min
317


ଆମେ ସଭେଁ ଭାରତ୍ ବାସି ,ଭାରତ୍ ଆମର୍ ମାଁ

ଆମେ ସଭେଁ ମିଲିମିଶି ରଖ୍ ମା ତାର୍ ନାଁ

ଅଲଗ୍ ଅଲଗ୍ ଖାନା, ପିନ୍ଧନା ,ଅଲଗ୍ ଚାଲିଚଲନ୍

ଫିର୍ ବି ଆମେ ଗୁଟେ ଜୀବନ୍ ,

ମଜବୁତ୍ ଆମର୍ ଭାଵର୍ ବଂଧନ୍

ଭାରତ ମୋର୍ ମହାନ୍, ଭାରତ୍ ମୋର୍ ମହାନ୍।


ଆମର୍ ନାରା ଜୟ ଜବାନ୍, ଜୟ କିସାନ୍

ଭିନ୍ ତା ଭିତ୍ ରେ ଏକ୍ ତା, ଆଏ ଆମର୍ ପଏଚାନ୍

ନାଇ ମାଡିଦଉ ଆମର୍ ସିମାନା, ଚୀନ୍ ହଉ କି ପାକିସ୍ତାନ୍

ଏକଜୁଟ୍ ହେଇ ଲଢ୍ ମା ଆମେ ,ରଖ୍ ମା ଭାରତ୍ ମା ର୍ ମାନ୍

ଫର୍ ଫର୍ ହେଇ ଉଡୁଥିବା ତାର୍ ବିଜୟ ବାନା,

କରୁଥିମା ଗୁଣଗାନ୍

ଭାରତ୍ ମୋର୍ ମହାନ, ଭାରତ୍ ମୋର୍ ମହାନ୍।


ଜବାନ୍ ଭାଇ ପହଁରା ଦଉଛେ ସିମାନାନେ ,

ଜୀବନ୍ କେ କରି ପନ୍

ଛାତିଡେରି ଠିଆ ହେଇଛେ ନାଇନ ଗୁଲି କେ ଡର୍

ମା ର୍ ସେବାଲାଗି ହାତେ ଧରିଛେ ବନ୍ଧୁକ୍,

ଛାଡିଛେ ଘର୍ ଦୁ ଆର୍

ସେ ଚେତିଥିସି ବଲି ,

ଆମେ ସୁଇପାର୍ ସୁ ନାଇଥାଏ ଆମର୍ ଡର୍

ଏନ୍ ତା ଵୀର୍ ମାନ୍ କର୍ ଲାଗି ଦେଶ ହେଇପାରିଛେ ମହାନ୍

 ଭାରତ୍ ମୋର୍ ମହାନ୍, ଭାରତ୍ ମୋର୍ ମହାନ୍।


ଚାସିଭାଇ ଦାନା ଦଉଛେ ଦେସ୍ କେ, ନିଜେ ପିଇ ବାସି ଥିର୍

ସରାବନର୍ ଝକେର୍ ହଉ କି ଭୁଦୋର୍ ଖରା ,

ନାଇନ ଟିକେ ବି ଖାତିର୍

ଲଟ୍ କି ଥିସି ଚାସ୍ କାମ୍ ଥି,

ଛିଡିଜିବାର୍ ତକ୍ ଜୀବନ୍ ଡୋର୍

ଖେତର୍ କାଦୋ ଥି ଘାଟିସାନି ହେଇ

କାଦୋ ହେଇଗଲାନ ତାର୍ ଜୀବନ୍

ଫିର୍ ବି ଖଟୁଥିସି ରାଏତ୍ ଦିନ୍,

ଦେମିଵଲି ଦେସ୍ କେ ମୁଠେ ଅରନ୍

ଗରଵ୍ ଥି କହେସି ମୁଁଇ ଭାରତ୍ ମୋର୍ ମହାନ୍,

ଭାରତ୍ ମୋର୍ ମହାନ୍।



Rate this content
Log in