Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramani Kanta Sahu

Abstract

4  

Ramani Kanta Sahu

Abstract

ଅଜବ୍ ଦୁନିଁଆ

ଅଜବ୍ ଦୁନିଁଆ

1 min
242



ଯାହାକେ ଦେଖ୍ ବ ହର୍ ବର୍ ତର୍ ବର୍

କାହାରିର୍ ନ ନାଇଁନ ସମିଆ

କାମ ନାଇଁ କି ଫୁର୍ ସତ୍ ନାଇଁ

ଇ ଟା ତ ଆଜିର୍ ଦୁନିଁଆ ।


ଧରମ୍ କେ ନେଇ ଝଗ୍ ଡା ଲାଗସନ୍ 

ହିନ୍ଦୁ ଆଉ ମୁସଲମାନ୍

ହେମାନ୍ କୁ ଯଦି ପଚ୍ ରାବ ଘାଏ

ନାଇଁ ପଢିଥାନ୍ କେହି “ଗୀତା” କି “କୁରାନ୍” ।


ଚପଲ୍ ପଢ଼େଁଇ ରକମ୍ କେ ରକମ୍

ବିକା ହେସି ଏ.ସି. ମଲ୍ ଭିତ୍ ରେ .,

ଖାଏବାର୍ ଦରବ୍ ତୁନ୍ ସାଗ୍ ଯେତେ

ଧୁଇଲ୍ ସର୍ ସର୍ ,ବିକା ହେସି ରୋଡ୍ ତରେ ।


ନୁଁଆ ମୋବାଇଲ୍ ଟେ ଘିନ୍ ଲେ କି ନାଇ

ସ୍କ୍ରୀନ ଗାର୍ଡ ଲଗାବାର୍ କେ କେହି ନାଇ କରନ୍ ଡେର୍

ଜୀବନ୍ ବଚାଁବାର୍ ହେଲମେଟ୍ ଘିନ୍ ଲା ବେଲେ 

ଘୁଚ୍ ପୁଚ୍ ହେଇ ଭାବୁଥିସନ୍ ସହେ ଥର୍ ।


ପିଇସନ୍ ଲୋଗ୍ ଲେମନ୍ ଫ୍ଲେବର୍

ସ୍କ୍ୱାସ୍,କୋଲ୍ଡ ଡ୍ରିଂକ୍ସ ବଡା ସଉକି କରି

ଭିଟାମିନ୍ ସି ସର୍ ସର୍ କଁଚା ଲେମଉ 

ରେଷ୍ଟୁରେଣ୍ଟ ନେ ହାତ୍ ଧୁଇବାର୍ ଥି ଯାଇସି ସରି ।


ଇନ୍ କମ୍ ଟେକ୍ସ ଦେଇ, ଜି.ଏସ୍. ଟି ଭରି

ଛୁଟିଆ କରମ୍ ଚାରୀର୍ ପଏସା ଯାଇସି ସରି

ପେନ୍ ସନ୍ ପାଇ ,କେଣ୍ଟିନ୍ ନେ ଖାଇ,

ଯେତ୍ କି ଦରମା ହେଲେ ବି,ବଡ୍ ବଡିଆକର୍ ସବୁ ଫ୍ରି ।


ଘରର୍ ନାଁ ଦେସନ୍ ମାତୃଭବନ୍

ଜରାଶ୍ରମ୍ ନେ ମାଁ ରହେସନ୍

ବର୍ଷକେ ଥରେ ଘର୍ କେ ଆଏସନ୍

କେକ୍ କାଟି ,ଫଟୁ ଊଠେଇ “ମଦର ଡେ" ମନାସନ୍ ।


ଚାକିରି କର୍ ସନ୍ ସର୍ କାରୀ

ମାସ୍ ପୁର୍ ଲେ ପାଏସନ୍ ସେଲେରି

ଫିର୍ ବି କାମ୍ ନାଇ କରନ୍, ନାଇ ଦେଲେ ଉପ୍ ରି ।


ରାଜ୍ ନୀତି ରେ ରାଜ୍ ଚାଲିଛେ

ନୀତି ହେଇଗଲାନ ସୁନ୍ 

ସଭେ ତ ଗୁଟେ ଖେତର୍ ଢେଲ୍

କାହାର୍ ଗାଏବୁ ଗୁନ୍ ?


ପଢା ଲିଖା ଲୋକ୍ ବୁଲୁଛନ୍ ବେକାରି 

ମେଟ୍ର୍ରିକ ଫେଲ୍ ବି ହଉଛନ୍ ମନ୍ତ୍ରୀ 

ଏନ୍ ତା ତ ଆମର୍ ଦେଶର୍ ବ୍ୟବସ୍ଥା

କାହାକେ କର୍ ମା ଗୁହାରି?



Rate this content
Log in

Similar oriya poem from Abstract