ଫଗୁନ୍ ଆଏଲା
ଫଗୁନ୍ ଆଏଲା
ମାଘର୍ ଶେଷେ ଆଏଲା ଫଗୁନ୍
ପଲେଇଗଲା ଶୀତ୍ ଦେଖୁନ୍ ଦେଖୁନ୍ ।
ଧୀରେ ଧୀରେ ବଢ୍ ଲା ଖରାର୍ ତେଜ୍
ଲୁକେ ଖୁଜ୍ ଲେ ପବନ୍ ଛାଡ୍ ଲେ ଶେଯ୍ ।
ଚାରିକୁତି ଚହଟିଗଲା ବଉଲିଆ ପବନ୍
ବେଲ୍ ବୁଡ଼େ ବୁଲ୍ ବାର୍ କେ ଲାଗ୍ ଲା ମନ୍ ।
ଲାଗ୍ ସି ସୁନ୍ଦର୍ ଫଗୁନ୍ ଜନ୍
ଝଟ୍ କୁ ଥିସି ତାର୍ ପର୍ ଛା କିରନ୍ ।
ଗଛୁ ପତର୍ ଝଡ୍ ବାର୍ ଆଏଲା ସମିଆ
ଠୁଁଟା ଗଛ୍ ବି ଦିଶୁଛେ ବଢିଆ ।
ଗୀତ୍ ଗାଏଲା କୁଇଲି ଆମ୍ ବଉଲ୍ ଆଏଲା ଯେନ୍ ତା
ଖାଏଲେ ଜାନ୍ ବ ନୁନ୍ ମିର୍ଚା ସାଙ୍ଗେ କଁଚା ଆମ୍ ର ସୁଆଦ୍ କେନ୍ ତା ।
ବାଏର୍ ବେଉଷା କଥା ଆଉ ନାଇ କହନ
ଶସ୍ତା ହେଲା ଶାଗ୍, ସବ୍ବ୍ ଜି କୁବି ବାଏଗନ୍ ।
ବଛର୍ କିଆ ଖେଲ୍ କୁଦ୍ ଲାଗି ବସ୍ ଲା ଇସ୍କୁଲ୍ ମାନ୍ କେ
ସତେ ଯେନ୍ ତା ଇସ୍କୁଲ୍ ମାନେ ବି ଟାକି ଥିସନ୍ ଇ ମାସ୍ କେ ।
ଆର୍ ଦିନାଁଦୁ ଗଲା କି ଫଗୁନ୍ ଚଦୁର୍ ଦସୀ ଆଏଲା
ଗାଁ ଗାଁ ଥି ଜାଗର୍ ଯାତ୍ରା ଲାଗ୍ ଲା ।
ଆର୍ ପନ୍ ଦ୍ର ଦିନେ ଆଏଲା ଫଗୁନ୍ ପୁନି ହୋ
ଦୋଲ୍ ଯାତ୍ରା ସାଙ୍ଗେ ଫଗୁ ମଖା ମୁଖି ହେଲା ହୋ ।
ଦୋଲ୍ ଆଗ୍ ରୁ ହୋଲ୍ ପୁଡାସନ୍ ଇଟା ଆଏ ସତ୍
ଇତାର୍ ଉତାରୁ ରଙ୍ଗ ଖେଲ୍ ଲାଗ୍ ସି ବଡା ଉସତ୍ ।
ଏନ୍ ତା ଏନ୍ ତା ଫଗୁନ୍ ମାସ୍ ପଲେଇ ଯାଏସି ସିନେ
ଇ କଥା ସବୁ ପାସ୍ ରି ନାଇ ହଏ ,ରହି ଯାଏସି ମନେ ।