Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramani Kanta Sahu

Others

4.0  

Ramani Kanta Sahu

Others

ବସନ୍ତ ,ତମେ ଆସ

ବସନ୍ତ ,ତମେ ଆସ

1 min
27



ବସନ୍ତ,ତମେ ଆସ

ପଳାଶର ରଙ୍ଗରେ

କୋଇଲିର କୁହୁତାନରେ

ମଳୟର ସ୍ପର୍ଶରେ

ହୃଦୟର ସ୍ପନ୍ଦନରେ ।


ବସନ୍ତ,ତମେ ଆସ

ସୁନେଲି କିରଣରେ

ଚନ୍ଦ୍ରମାର ଜ୍ୟୋତ୍ସ୍ନାରେ

ଆମ୍ବ ବଉଳର ବାସ୍ନାରେ

ନବ ପଲ୍ଲବର ଶୋଭାରେ ।


  ବସନ୍ତ,ତମେ ଆସ

ସମୁଦ୍ରର ତରଙ୍ଗରେ

ସୋରିଷ କିଆରିର  ସୁନ୍ଦରତାରେ

ସୂର୍ଯ୍ୟମୁଖୀ ର ଲାଜରେ

ମହୁଲଫୁଲ ର ମହକରେ ।


ବସନ୍ତ,ତମେ ଆସ

ଚଢେଇମାନଙ୍କ ସଙ୍ଗୀତରେ

କବିର କଲମରେ

ଚିତ୍ରକର ର ତୂଳୀ ରେ

ପ୍ରେମିକର ଭାବନରେ ।


Rate this content
Log in