STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ମତେ ସତ ତମକୁ ମିଛ

ମତେ ସତ ତମକୁ ମିଛ

1 min
147

ବାକି ରହିଯାଏ ଜୀବନେ ଏମିତି କିଛି,ରହିଯାଏ କିଏ ତାକୁ ମୁରୁଛି ତ ମୋ ପରି କିଏ ଝୁରି ମରୁଛି, ଜୀବନ ର ଏଇ ଦୁଇ ନିଆଁରେ କିଏ ପତଂଗ ଝାସ ଦେଇଛି, କିଏ ମୋ ପରି ଦହନ ମନରେ କୁଟା ଖିଅ ଟିକୁ ଆଶ୍ରା କରିଛି. ସକାଳ ସୁରୁଜ ବୁଣିବେ ମୁରୁଜ ତତେ ମିଛ ମତେ ସତ ଲାଗୁଛି, ଧୋଇନେବେ ସେଇ କଅଁଳ ଖରାରେ ତୋର ମୋର ସବୁ ପାପ ଯେତେ ଅର୍ଜିଛି. ବୁଝ କି ନବୁଝ ଏଇ ଏକା ସତ୍ୟ ଯିଏ ବୁଝିଯାଇଛି, ନ ବୁଝିଲେ ଅଖା ଧୋଇ ଗୁଣ ଗାଇବାକୁ ମୋ ସବୁ ସମୟ ବିତୁଛି. କଥା ଟିକେ ମାନ କରନା ଗୁମାନ, କଳି କାଳ ବୋଧେ ସରି ଆସୁଛି, ଅଳପ ଦିନର ଗଳପ ଭିତରେ ମୁଁ ଯାହା ଖାଲି ଥରକୁଥର କଣ ଝୁଂଟୁଛି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract